Monday , June 14 2021
Breaking News
Home / ବିଶେଷ / ରାଜ୍ୟରେ ସ୍ୟାଟ ଉଛେଦ ର ପ୍ରତିବାଦରେ ଆଜି ଆଇନଜିବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ରାଜ୍ୟରେ ସ୍ୟାଟ ଉଛେଦ ର ପ୍ରତିବାଦରେ ଆଜି ଆଇନଜିବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

କଟକ, ୦୯/୦୮/୨୦୧୯(ଓଡ଼ିଶା ସମାଚାର)- ରାଜ୍ୟରେ ସ୍ୟାଟ ଉଛେଦ ର ପ୍ରତିବାଦ କରି ଆଜି ଆଇନଜିବୀଙ୍କ ଦିନିକିଆ କାର୍ଯ୍ୟବନ୍ଦ ଆନ୍ଦୋଳନ । ଆଜି ସ୍ୟାଟ ବାର ଆସୋସିଏସନ୍ , ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନ୍ ସମେତ ସମସ୍ତ ଅଦାଲତର ଆଇନଜିବୀମାନେ ଏହି ଆନ୍ଦୋଳନରେ ସାମିଲ ହେବେ । ଆଜି ପ୍ରତିକ ଭାବେ ମାତ୍ର ଦିନକ ପାଇଁ କାର୍ଯ୍ୟବନ୍ଦ ଆନ୍ଦେଳନ କରି ଏହାର ପ୍ରତିବାଦ ଜଣାଇବେ । କଳା ବ୍ୟାଚ ପିନ୍ଧି ବିଭିନ୍ନ ଅଦାଲତ ସମ୍ମୁଖରେ ପ୍ରତିଦାବ ଜଣାଇବେ । ସ୍ୟାଟ ରେ ପଡ଼ିରହିଥିବା ୭୪ ହଜାର ମାମଲାର ମଧ୍ୟ ସେମାନେ ଫଇସଲା ଦାବି କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ମାଓ ସଂଗଠନକୁ ସାହାଯ୍ୟ କରୁଥିବା ଅଭିଯୋଗ ରେ ଜଣେ ଗିରଫ

  କନ୍ଧମାଳ, ୧୩/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଗୋଚ୍ଛାପଡା ଅଞ୍ଚଳରେ ସକ୍ରିୟ ମାଓ ସଂଗଠନକୁ ସହଯୋଗ …

Leave a Reply

Your email address will not be published. Required fields are marked *