Thursday , June 17 2021
Breaking News
Home / ବିଶେଷ / ରଘୁନାଥପୁର ଥାନା ପୋଲିସ ପକ୍ଷରୁ କରୋନା ସଚେତନତା ଓ ମାକ୍ସ ବ୍ୟବହାର ପାଇଁ ପରାମର୍ଶ

ରଘୁନାଥପୁର ଥାନା ପୋଲିସ ପକ୍ଷରୁ କରୋନା ସଚେତନତା ଓ ମାକ୍ସ ବ୍ୟବହାର ପାଇଁ ପରାମର୍ଶ

ରଘୁନାଥପୁର, ୨୨/୦୨/୨୦୨୧ (ଓଡ଼ିଶା ସମାଚାର)- ରଘୁନାଥପୁର ଥାନା ପୋଲିସ ପକ୍ଷରୁ ଆଜି କଟକ-ପାରାଦ୍ୱୀପ ରାସ୍ତାରେ ଜାତାୟତ କରୁଥିବା ସମସ୍ତ ଦୁଇଚକିଆ ଓ ଚାରିଚକିଆରେ ଯାଉଥିବା ଲୋକମାନେ ମାକ୍ସ ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ ଏବଂ ସାମାଜିକ ଦୂରତ୍ୱ ରକ୍ଷା କରି କୋଭିଡ୍-୧୯ ନିୟମକୁ କଡାକଡି ମାନିବାକୁ ଥାନା ଆଇ.ଆଇ.ସି ଦେବେନ୍ଦ୍ର ମହାପାତ୍ର, ପୋଲିସ୍ ଏସ୍.ଆଇ. ଗୟସ ଅହମ୍ମଦ, ଏସ୍.ଆଇ. ହିତାତୟ ଅହମ୍ମଦ ପ୍ରମୁଖ ଲୋକମାନଙ୍କୁ ସଚେତନ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ରଘୁନାଥପୁର ଥାନାର ଅନ୍ୟ ସମସ୍ତ ଷ୍ଟାଫ୍ ଉପସ୍ଥିତ ରହି ସହଯୋଗ କରିଥିଲେ । ଓଡ଼ିଶା ସମାଚାର

About admin

Check Also

୧ଜୁଲାଇ ସକାଳ ପର୍ୟ୍ୟନ୍ତ ରାଜ୍ୟରେ  ଆଂଶିକ ଲକଡାଉନ 

ଭୁବନେଶ୍ୱର,୧୬/୦୬/୨୦୨୧(ଓଡ଼ିଶା ସମାଚାର)- ଓଡ଼ିଶା ସରକାର କୋଭିଡ କଟକଣାକୁ ଆଂଶିକ କୋହଳ କରିଛନ୍ତି। ରାଜ୍ୟର ଯେଉଁ ସବୁ ଜିଲ୍ଲାରେ ପ୍ରଥମେ କୋଭିଡ …

Leave a Reply

Your email address will not be published. Required fields are marked *