Monday , June 21 2021
Breaking News
Home / କୃଷି / ରଘୁନାଥପୁର ତହସିଲ ପକ୍ଷରୁ ୩ଗୋଟି ପଂଚାୟତରେ ଟୋକନ ପାଇଥିବା ଚାଷୀ ମାନଙ୍କର ତଦନ୍ତ କରାଗଲା

ରଘୁନାଥପୁର ତହସିଲ ପକ୍ଷରୁ ୩ଗୋଟି ପଂଚାୟତରେ ଟୋକନ ପାଇଥିବା ଚାଷୀ ମାନଙ୍କର ତଦନ୍ତ କରାଗଲା

ରଘୁନାଥପୁର, ୦୭/୦୩/୨୦୨୧(ଓଡ଼ିଶା ସମାଚାର)- ଚିକିଣିଆ ମଣ୍ଡିରେ ଅନେକ ଗୁଡିଏ ଅଣ ଚାଷୀ ଓ ବେପାରୀ ମାନଙ୍କୁ ଟୋକନ ଦିଆଯାଇ ଧାନ କିଣାଯାଇଥିବା ସଂପର୍କରେ ବାରମ୍ବାର ଅଭିଯୋଗ ହୋଇଥିଲା । ଜିଲ୍ଲା ପ୍ରଶାସନ ନିର୍ଦ୍ଧେଶରେ ଆଜି ରଘୁନାଥପୁର ତହସିଲର ସୁପର ଭାଇଜର ଏବଂ ଅନ୍ୟାନ୍ୟ ଅଧିକାରୀ ମାନେ ଚିକିଣିଆ, ତଅଁରା ଓ ତାରପୁର ଗ୍ରାମପଂଚାୟତରେ ଟୋକନ ପାଇ ଧାନ ଦେଇନଥିବା ଚାଷୀ ମାନଙ୍କର ଘର ଘର ବୁଲି ତଦନ୍ତ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ତଳି ପକାଇବା ପାଇଁ କ୍ଷେତ୍ର ପ୍ରସ୍ତୁତ , ହେଲେ ଚାଷୀମାନଙ୍କର ଚାହିଦା ଶାରଳା ଧାନ ବିହନ ଯୋଗାଣ ନାହିଁ  

ଗରଦପୁର,୧୩/୦୬/୨୦୨୧(ଓଡ଼ିଶା ସମାଚାର)-ଗରଦପୁର ବ୍ଳକ ଏକ କୃଷି ପ୍ରଧାନ ଅଂଚଳ । ଧାନ ଚାଷ ହେଉଛି ବ୍ଲକ୍ ବାସୀଙ୍କର ମୁଖ୍ୟଚାଷ । …

Leave a Reply

Your email address will not be published. Required fields are marked *