Saturday , July 31 2021
Breaking News
Home / ବିଶେଷ / ‘ଯୁବ କଳିଙ୍ଗ’ ତରଫରୁ ଟୀକା କେନ୍ଦ୍ରରେ ସେବା ପ୍ରଦାନ

‘ଯୁବ କଳିଙ୍ଗ’ ତରଫରୁ ଟୀକା କେନ୍ଦ୍ରରେ ସେବା ପ୍ରଦାନ

ଭୁବନ ୧୯/୦୬/୨୦୨୧(ଓଡ଼ିଶା ସମାଚାର)-ଭୁବନ ବ୍ଲକ ଅନ୍ତର୍ଗତ ବାରୁଆଁ (ବି) ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ୪୫ ବର୍ଷରୁ ଉଦ୍ଧ୍୍ୱର୍ ବୟସ୍କ ବ୍ୟକ୍ତି ମାନଙ୍କୁ ଟୀକାକରଣ କରାଯାଉଛି । ଆଖପାଖ ଅଂଚଳର ଶତାଧିକ ମହିଳା,ପୁରୁଷ ଟୀକାନେବାକୁ ଭିଡ ଜମାଉଥିବାରୁ  ସ୍ଥାନୀୟ ଓଡିଶ ଗ୍ରାମର ସ୍ୱେଚ୍ଛାସେବୀ ସଂଗଠନ ‘ଯୁବ କଳିଙ୍ଗ’ ର ସଦସ୍ୟ ମାନେ ଡାକ୍ତରଖାନାରେ ପହଁଚି ଲୋକଙ୍କୁ ଶୃଙ୍ଖଳାର ସହ ଧାଡିରେ ଛିଡା କରାଇ ଶାନ୍ତିପୂର୍ଣ୍ଣ ଭାବେ ଟୀକା ଦେବାରେ ସାହାଯ୍ୟ କରିଥିଲେ । ଟୀକା ନେବାକୁ ଆସିଥିବା ସମସ୍ତ ବ୍ୟକ୍ତିଙ୍କୁ ମହାମାରୀ କରୋନା ସଂପର୍କରେ ସଚେତନ କରାଇବା ସହିତ ମାସ୍କ ଓ ସାନିଟାଇଜର ବଣ୍ଟନ କରିଥିଲେ ।  ଡ଼ିଶା ସମାଚାର

About admin

Check Also

ରାଜ୍ୟପାଳଙ୍କ ଦ୍ୱାରା ‘ବିଜୁବାବୁ’  ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର,୩୧/୦୭/୨୦୨୧(ଓଡ଼ିଶା ସମାଚାର)- ପ୍ରସିଦ୍ଧଲେଖକ  ଦେବଦାସ  ଛୋଟରାୟଙ୍କ  ଲିଖିତ “ବିଜୁବାବୁ”  ପୁସ୍ତକକୁ  ରାଜ୍ୟପାଳ  ପ୍ରଫେସର  ଗଣେଶୀଲାଲ ଉନ୍ମୋଚନ କରିଛନ୍ତି   । ରାଜଭବନ …

Leave a Reply

Your email address will not be published. Required fields are marked *