Monday , June 21 2021
Breaking News
Home / ଶିକ୍ଷା / ଯୁକ୍ତ ୨ ପରୀକ୍ଷା ଫଳ ୨୧ ରେ ପ୍ରକାଶ ପାଇବ

ଯୁକ୍ତ ୨ ପରୀକ୍ଷା ଫଳ ୨୧ ରେ ପ୍ରକାଶ ପାଇବ

ଭୁବନେଶ୍ୱର, ୧୯/୦୬/୨୦୧୯ (ଓଡ଼ିଶା ସମାଚାର)- ଯୁକ୍ତ ୨ ପରୀକ୍ଷା ଫଳ ୨୧ ରେ ପ୍ରକାଶ ପାଇବ। ଯୁକ୍ତ ୨ କଳା, ବିଜ୍ଞାନ ଓ ଧନ୍ଦାମୂଳକ ପରୀକ୍ଷା ଫଳ ଆସନ୍ତା ୨୧ ତାରିଖ ଅପରାହ୍ନ ୩ ଟାରେ ପ୍ରକାଶ ପାଇବ । ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମିର ରଂଜନ ଦାସ ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ସିବିଏସଇ ଦ୍ୱାଦଶ ବୋର୍ଡ଼ ପରୀକ୍ଷା ବାତିଲକୁ କନ୍ଧମାଳ ଛାତ୍ର କଂଗ୍ରେସର ସମର୍ଥନ

କନ୍ଧମାଳ, ୦୪/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):ଚଳିତ ବର୍ଷ ପାଇଁ ଦ୍ୱାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷାକୁ ସିବିଏସଇ ବାତିଲ କରିବାକୁ …

Leave a Reply

Your email address will not be published. Required fields are marked *