Wednesday , August 4 2021
Breaking News
Home / ବିଶେଷ / ମୈାଲାନା ଫାରୁକ କାସମି ହେଲେ ଜମିଆତୁଲ ଓଲେମାର ରାଜ୍ୟ ଅଧ୍ୟକ୍ଷ

ମୈାଲାନା ଫାରୁକ କାସମି ହେଲେ ଜମିଆତୁଲ ଓଲେମାର ରାଜ୍ୟ ଅଧ୍ୟକ୍ଷ

କେନ୍ଦ୍ରାପଡା,୧୯/୦୨/୨୦୨୧ (ଓଡ଼ିଶା ସମାଚାର)-ମୈାଲାନା ଫାରୁକ କାସମି ହେଲେ ଜମିଆତୁଲ ଓଲେମାର ରାଜ୍ୟ ଅଧ୍ୟକ୍ଷ । ଗତ ୧୨ତାରିଖରେ ପୂର୍ବତନ ଅଧ୍ୟକ୍ଷ ମୈାଲାନା ଜଲାଲ କାସମିଙ୍କ ପରଲୋକ ହେବା ପରେ  ମୈାଲାନା ଫାରୁକ କାସମି ଓଡିଶା ଜମିଆତୁଲ ଓଲେମାର ରାଜ୍ୟ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି । ଏଥିନିମନ୍ତେ ପୂର୍ବତନ କାଉନସିଲର ହିବଜୁର ରହେମାନ, ବିଜେପିର ବରିଷ୍ଠ ନେତା ମହମ୍ମଦ ସଲୀମ ଖାନ ଓ ସାମ୍ବାଦିକ ମୀର ଆବୁ ଓବେଦା ପ୍ରମୁଖ ତାଙ୍କୁ ସ୍ୱାଗତ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଗୁଳି ଫୁଟାଇ ଯୁବକଙ୍କଠୁ ଲୁଟିନେଲେ

ଭଦ୍ରକ ୦୪/୦୮/୨୦୨୧(ଓଡ଼ିଶା ସମାଚାର)- ଭଦ୍ରକ ଗ୍ରାମାଂଚଳ ଥାନା ଅନ୍ତର୍ଗତ ଆଦର୍ଶ ହରିପୁର ଅଂଚଳରେ ସୋମବାର ରାତିରେ ଜଣେ ଯୁବକଙ୍କୁ ଦୁର୍ବୃତମାନେ …

Leave a Reply

Your email address will not be published. Required fields are marked *