Monday , June 14 2021
Breaking News
Home / ବିଶେଷ / ମା ଜାଗୁଳେଇ ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ ସମାପିତ

ମା ଜାଗୁଳେଇ ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ ସମାପିତ

 କଟକ ୨୩/୦୨/୨୦୨୧ (ଓଡ଼ିଶା ସମାଚାର)- କଟକ ସଦର ବୟାଳିଶମୌଜା ଉପକଣ୍ଠ କୂଳକଳପଡା ସ୍ଥିତ ମା’ ଜାଗୁଳେଇ ଉନ୍ନୟନ ପରିଷଦ ପକ୍ଷରୁ ମା’ଜଗୁଳେଇ ପୀଠରେ ମା’ ଜାଗୁଳେଇ ଙ୍କ ଜନ୍ମ ବାର୍ଷିକ ଓ ୩ଦିନ ବ୍ୟାପି ନବମ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହି ପବିତ୍ର ଯଜ୍ଞରେ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦର ସଭାପତି ଯୁବସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ, କୃଷକନେତା ଦେବୀ ପ୍ରସାଦ ପତି,ଅନି ମହାପାତ୍ର,ଅନୟ ମହାପାତ୍ର,ବୁବୁନ ମହାପାତ୍ର, ଅଶିମ ଦାସ, ବିଜୟ ସ୍ୱାଇଁ ପ୍ରମୁଖ ଶ୍ରଦ୍ଧାଳୁ ଯୋଗଦେଇଥିବାବେଳେ ଉନ୍ନୟନ ପରିଷଦ ପକ୍ଷରୁ ସଭାପତି ପତିତପାବନ ନାୟକ,ଜ୍ଞାନ ଚନ୍ଦ୍ର ପରିଡା,ସମ୍ପାଦକ ଆଇନିଜୀବୀ ସଂଜୀବ ବିଶ୍ୱାଳ,ଗୋପାଳ ଚରଣ ପରିଡ଼ା,କବି ଅଭୟ ମହାପାତ୍ର, ଶରତ ପରିଡ଼ା, ଅମରେନ୍ଦ୍ର ପରିଡ଼ା, ସତ୍ୟରଂଜନ ମହାପାତ୍ର,ପଙ୍କଜ ମହାପାତ୍ର, ଗଗନ ବିଶ୍ଵାଳ, ବୈରାଗୀ ପରିଡ଼ା,ଗଣେଶ୍ୱର ପରିଡ଼ା, ଦାମୋଦର ପରିଡ଼ା, ବିଜୟ ମହାପାତ୍ର, ସଦାଶିବ ପରିଡା, ଅକ୍ଷୟ ବେହେରା ଏବଂ ସମସ୍ତ ଶ୍ରଦ୍ଧାଳୁ ଗ୍ରାମବାସୀ ଉପସ୍ଥିତଥିଲେ । ଓଡ଼ିଶା ସମାଚାର

About admin

Check Also

ମାଓ ସଂଗଠନକୁ ସାହାଯ୍ୟ କରୁଥିବା ଅଭିଯୋଗ ରେ ଜଣେ ଗିରଫ

  କନ୍ଧମାଳ, ୧୩/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଗୋଚ୍ଛାପଡା ଅଞ୍ଚଳରେ ସକ୍ରିୟ ମାଓ ସଂଗଠନକୁ ସହଯୋଗ …

Leave a Reply

Your email address will not be published. Required fields are marked *