Thursday , June 17 2021
Breaking News
Home / ବିଶେଷ / ମାହାଳ ଜଗନ୍ନାଥ ମନ୍ଦିର ଖୋଲିବ ୧୦ ରେ 

ମାହାଳ ଜଗନ୍ନାଥ ମନ୍ଦିର ଖୋଲିବ ୧୦ ରେ 

ଗରଦପୁର, ୦୭/୦୧/୨୦୨୧ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ମାହାଳ ହରିହର କ୍ଷେତ୍ରରେ ଠାରେ ଥିବା ଜଗନ୍ନାଥ ମନ୍ଦିର ଆସନ୍ତା ୧୦ ତାରିଖରେ ଖୋଲିବ । ସେଥିପାଇଁ ରାଜ୍ୟ ସରକାରଙ୍କ ନିଷ୍ପତି ଅନୁଯାୟୀ ଆଜି ମନ୍ଦିର ପ୍ରଶାସନ ଓ ସେବାୟତଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ମନ୍ଦିର ଆସନ୍ତା ୧୦ ତାରିଖରେ ଖୋଲିବା ପାଇଁ ସ୍ଥିର କରାଯାଇଥିଲା । ଏହାଛଡ଼ା କୋଭିଡ଼ ନୀୟମ ଅନୁସାରେ ବନ୍ଦିରରେ ସାମାଜିକ ଦୂରତା ବଜାୟ ରଖିବା ଓ ଶ୍ରଦ୍ଧାଳୁମାନେ ମାସ୍କ ପରିଧାନ କରିବା ଅନିବାର୍ଯ୍ୟ ବୋଲି ନିଷ୍ପତି ହୋଇଥିଲା ।  ଓଡ଼ିଶା ସମାଚାର

About admin

Check Also

୧ଜୁଲାଇ ସକାଳ ପର୍ୟ୍ୟନ୍ତ ରାଜ୍ୟରେ  ଆଂଶିକ ଲକଡାଉନ 

ଭୁବନେଶ୍ୱର,୧୬/୦୬/୨୦୨୧(ଓଡ଼ିଶା ସମାଚାର)- ଓଡ଼ିଶା ସରକାର କୋଭିଡ କଟକଣାକୁ ଆଂଶିକ କୋହଳ କରିଛନ୍ତି। ରାଜ୍ୟର ଯେଉଁ ସବୁ ଜିଲ୍ଲାରେ ପ୍ରଥମେ କୋଭିଡ …

Leave a Reply

Your email address will not be published. Required fields are marked *