Tuesday , June 15 2021
Breaking News
Home / ବିଶେଷ / ମାସିକ ରେଲୱେ ରେକ୍ ପରିଚାଳନାରେ ପୂର୍ବ ରେକର୍ଡକୁ ଅତିକ୍ରମ କଲା ପାରାଦ୍ୱୀପ ବନ୍ଦର 

ମାସିକ ରେଲୱେ ରେକ୍ ପରିଚାଳନାରେ ପୂର୍ବ ରେକର୍ଡକୁ ଅତିକ୍ରମ କଲା ପାରାଦ୍ୱୀପ ବନ୍ଦର 

ପାରାଦ୍ୱୀପ ୦୧/୦୩/୨୦୨୧(ଓଡ଼ିଶା ସମାଚାର)- ପଣ୍ୟ ଓ ରେଲ୍ୱେ ୱାଗନ ପରିଚାଳନାରେ ଲଗାତର ଭାବେ ପାରାଦ୍ୱୀପ ବନ୍ଦର ରେକର୍ଡ ସୃଷ୍ଟି କରିଚାଲିଛି । ତେବେ ନୌବାଣିଜ୍ୟ ସମ୍ମିଳନୀର ଅବ୍ୟବହିତ ପୂର୍ବରୁ ପାରାଦ୍ୱୀପ ବନ୍ଦରର ଆଇରନ୍ ଓର୍ ହ୍ୟାଣ୍ଡିଲିଂ ପ୍ଳାଂଟ (ଆଇଓଏଚ୍ପି) ଦ୍ୱାରା ଫେବୃଆରୀ ୨୦୨୧ରେ ସର୍ବାଧିକ ମାସିକ ୧୮୨ ରେଲ୍ୱେ ରେକ୍ ପରିଚାଳନା କରି ଏକ କିର୍ତୀମାନ ସ୍ଥାପନ କରିଛି । ଯାହାକି ଗତ ଜାନୁଆରୀ ୨୦୨୧ ମାସିକ ୧୭୪ର ପୂର୍ବ ରେକର୍ଡ କୁ ଅତିକ୍ରମ କରିଛି ।  ଓଡ଼ିଶା ସମମାଚାର

About admin

Check Also

କରୋନା ସମୟରେ ସ୍ୱାସ୍ଥ୍ୟ ସଚେତନତା ନେଇ ନେଇ ଉତ୍କଳ ବିକାଶ ପରିଷଦରର ଭରଚୁଆଲ ବୈଠକ

କଟକ, ୧୪/୦୬/୨୦୨୧ (ଓଡିଶା ସମାଚାର): କଟକ ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ ‘ଉତ୍କଳ ବିକାଶ ପରିଷଦ'(ଉବିପ)  ଆନୁକୂଲ୍ୟରେ କରୋନା ସମୟରେ …

Leave a Reply

Your email address will not be published. Required fields are marked *