Wednesday , June 23 2021
Breaking News
Home / ବିଶେଷ / ମାସର ୪ର୍ଥ ଶନିବାର ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ

ମାସର ୪ର୍ଥ ଶନିବାର ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ

ଭୁବନେଶ୍ୱର, ୨୨/୦୬/୨୦୧୯ (ଓଡ଼ିଶା ସମାଚାର/ଦୀପ୍ତି ରଂଜନ କାନୁନଗୋ)- ସରକାରୀ କାର୍ଯ୍ୟାଳୟ ର ଅଫିସ ଟାଇମ ରେ ପରିବର୍ତନ କରାଯିବା ବାଇଁ ସରକାର ନିଷ୍ପତି ଗ୍ରହଣ କରିଛନ୍ତି । ଏଣିକି ସକାଳ ୧୦ ଟାରୁ ସାଢ଼େ ୫ ଟା ପର୍ଯ୍ୟନ୍ତ ସରକାରୀ କାର୍ଯ୍ୟାଳୟ ଚାଲିବ । ଏହି ସମୟ ମଧ୍ୟରେ ମଧ୍ୟାହ୍ନ ସାଢ଼େ ଗୋଟାଏ ରୁ ୨ ଟା ପର୍ଯ୍ୟନ୍ତ ଲଂଚ ବ୍ରେକ୍ । ଏଥିସହିତ ମାସର ପ୍ରତି ୪ର୍ଥ ଶନିବାର କାର୍ଯ୍ୟାଳୟ ବନ୍ଦ ରହିବ । ୪ର୍ଥ ଶନିବାରକୁ ଛୁଟି ଦିବସ ଭାବେ ଘୋଷଣା କରାଯାଇଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଓଡ଼ିଶା ସମାଚାର

About admin

Check Also

ନାବାଳକଙ୍କୁ କେରଳ ନେବାକୁ ବାରଣ କରିବାରୁ ସରପଞ୍ଚଙ୍କୁ ମାଡ଼ ଅଭିଯୋଗ :ଥାନାରେ ଏତଲା 

ବାଲିଗୁଡ଼ା, ୨୨/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର  ପାଣିଗ୍ରାହୀ):ନାବାଳକ ଙ୍କୁଦାଦନ ଶ୍ରମିକରେ ଖଟାଇବା ପାଇଁ କେରଳ ନେବାକୁ ବିରୋଧ କରିବାରୁ ସରପଞ୍ଚଙ୍କୁ …

Leave a Reply

Your email address will not be published. Required fields are marked *