Wednesday , June 23 2021
Breaking News
Home / ବିଶେଷ / ମାଲକାନାଗିରି ରେ ନାଇଟ କର୍ଫ୍ୟୁ ଜାରି

ମାଲକାନାଗିରି ରେ ନାଇଟ କର୍ଫ୍ୟୁ ଜାରି

ମାଲକାନାଗିରି,୨୨/୦୩/୨୦୨୧(ଓଡ଼ିଶା ସମାଚାର)- ମାଲକାନାଗିରି କୁ ନାଇଟ କର୍ଫ୍ୟୁ ଫେରିଛି । ୨୩ ତାରିଖ ରାତି ୯ ଟାରୁ ୩୧ ତାରିଖ ମଧ୍ର ରାତି୍ର ପର୍ଯ୍ୟନ୍ତ ଏହି ନାଇଟ କର୍ଫ୍ୟୁ ଜାରିକରାଯାଇଛି । ବଡ଼ଯାତ୍ରାକୁ ଲକ୍ଷ ରଖି ଏହି ନାଇଟ କର୍ଫ୍ୟୁ ଜାରି କରାଯାଇଛି । ମୀନା ବଜାର ଆଦି ମଧ୍ୟ ଖୋଲି ପାରିବେ ନାହିଁ । ଏହି ନାଇଟ କର୍ଫ୍ୟୁ କଡ଼ା କଡ଼ି ଭାବେ ପାଳନ କରାଯିବ । ଓଡ଼ିଶା ସମାଚାର

About admin

Check Also

ସମାଜସେବୀ ପ୍ରେମାନନ୍ଦ ପରିଡାଙ୍କୁ ଶ୍ରଦ୍ଧାଞ୍ଜଳି

କେନ୍ଦ୍ରାପଡ଼ା, ୨୨/୦୬/୨୦୨୧(ଓଡ଼ିଶା ସମାଚାର)- ବିରମିତ୍ରପୁର ଏନ.ଏ.ସି.ରୁ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଅବସର ନେଇଥିବା  ପ୍ରେମାନନ୍ଦ ପରିଡାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ …

Leave a Reply

Your email address will not be published. Required fields are marked *