Thursday , August 5 2021
Breaking News
Home / ଶିକ୍ଷା / ମାଟି୍ରକ୍ ପରୀକ୍ଷା ଫଳ ପ୍ରକାଶ ପାଇଲା

ମାଟି୍ରକ୍ ପରୀକ୍ଷା ଫଳ ପ୍ରକାଶ ପାଇଲା

କଟକ, ୨୫/୦୬/୨୦୨୧(ଓଡ଼ିଶା ସମାଚାର)- ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମାଟ୍ରିକ୍ ପରୀକ୍ଷା ପରୀକ୍ଷା ଫଳ ପ୍ରକାଶ ପାଇଛି । ମନ୍ତ୍ରୀ ସମିର ରଂଜନ ଦାସ ଓ ଅନ୍ୟ ଅଧିକାରୀମାନେ ମାଟ୍ରିକ୍ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିଛନ୍ତି । ୫,୬୨୦୧୦ଜଣ ପାସ କରିଛନ୍ତି ଓ ୯୭.୮୯ ପ୍ରତିଶତ ପାସ କରିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି । ୨୬୫୬ ଜଣ ଏ ୧ ରେ ପାସ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ସିବିଏସଇ ଦ୍ୱାଦଶ ପରୀକ୍ଷାରେ  ଇଫକୋ ପାରାଦ୍ୱୀପ ଡିଏଭି ସ୍କୁଲ ର କୃତିତ୍ୱ

ପାରାଦ୍ୱୀପ ୦୧/୦୮/୨୦୨୧(ଓଡ଼ିଶା ସମାଚାର)- ପାରାଦ୍ୱୀପ ସ୍ଥିତ ଇଫକୋ ଡିଏଭି ସ୍କୁଲର ଶତପ୍ରତିଶତ ଛାତ୍ରଛାତ୍ର୍ରୀ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ଼ (ସିବିଏସଇ) …

Leave a Reply

Your email address will not be published. Required fields are marked *