Saturday , July 31 2021
Breaking News
Home / ବିଶେଷ / ମନ୍ଦିର ଶିଳାନ୍ୟାସ ଉତ୍ସବ

ମନ୍ଦିର ଶିଳାନ୍ୟାସ ଉତ୍ସବ

ଗରଦପୁର, ୩୦/୦୬/୨୦୨୧(ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ଅନ୍ତର୍ଗତ ନଡ଼ିଆବରାଇ ଗ୍ରାମ ପଂଚାୟତ ନଡ଼ିଆ ବରାଇ ଗ୍ରାମ ଗୋଠେଶ୍ୱର ପିଠ ରେ ଆଜି ପାଟକୁରା ବିଧାୟିକାଙ୍କ ପ୍ରତିନିଧି ସଂଜୟ ଅଗ୍ରୱାଲା ଯୋଗଦେଇ ସେଠାରେ ଏକ ନାରାୟଣ ମନ୍ଦିର, ସୂର୍ଯ୍ୟ ମନ୍ଦିର ଓ ପ୍ରସାଦ ମଣ୍ଡପର ଶିଳାନ୍ୟାସ କରିଛନ୍ତି । ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ବ୍ଲକ୍ ବିଜେଡ଼ି ସଭାପତି ଶଶାଙ୍କ ପରିଡ଼ା, ଆତ୍ମା ଅଧ୍ୟକ୍ଷ ଦିପକ ରାଉତରାୟ , ଅଂଜୁ ଅଗ୍ରୱାଲା, ଅମିୟ କୁମାର ପରିଜା, ଦେବକାନ୍ତ ନାୟକ, ସରପଂଚ ଅରୁଣ କୁମାର ନାୟକ, ସରପଂଚ ଗୌରାଙ୍ଗ ଚରଣ ପରିଡ଼ା, ଶୈଳେନ୍ଦ୍ର କୁମାର ମହାନ୍ତି, ଉମାକାନ୍ତ ପରିଡ଼ା, ମଙ୍ଗୁଳି ମଲିକ, ଜମିଲ ଅଖତର ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ବିଭିନ୍ନ ରାସ୍ତା ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ସାଂସଦ ଓ ବିଧାୟକ

ପରଜଙ୍ଗ, ୩୧/୦୭/୨୦୨୧(ଓଡ଼ିଶା ସମାଚାର)- ଆଜି ଓଡିଶା ସରକାରଙ୍କ ଗ୍ରାମ୍ୟ ନିର୍ମାଣ ବିଭାଗ ପକ୍ଷରୁ ପରଜଙ୍ଗ ନିର୍ବାଚନ ମଣ୍ଡଳୀ ର ସାଆନ୍ଦା …

Leave a Reply

Your email address will not be published. Required fields are marked *