Monday , June 14 2021
Breaking News
Home / ବିଶେଷ / ମଠକରଗୋଳା ସରପଂଚ ସୁନେଲୀ ନାୟକ ଙ୍କୁ ‘କାଦମ୍ବିନୀ ସମ୍ମାନ’

ମଠକରଗୋଳା ସରପଂଚ ସୁନେଲୀ ନାୟକ ଙ୍କୁ ‘କାଦମ୍ବିନୀ ସମ୍ମାନ’

ଭୁବନ ୦୭/୦୩/୨୦୨୧(ଓଡ଼ିଶା ସମାଚାର)- ଭୁବନ ବ୍ଲକ ଅନ୍ତର୍ଗତ ମଠକରଗୋଳା ସରପଂଚ ଶ୍ରୀମତୀ ସୁନେଲୀ ନାୟକ ଙ୍କୁ ଓଡିଶାର ପ୍ରଥମ ପାରିବାରିକ ମାସିକ ପତ୍ରିକା ‘କାଦମ୍ବିନୀ’ ତରଫରୁ ବିଶ୍ୱ ମହିଳା ଦିବସରେ ସମ୍ମାନୀତ କରାଯାଇଛି । ସରପଂଚ ଶ୍ରୀମତୀ ନାୟକ ସମାଜସେବା ସହିତ ରାଜନୀତରେ ସକ୍ରିୟ ରହି ନିଜ ଦକ୍ଷତାର ପ୍ରମାଣ ଦେଇଥିବା ଯୋଗୁ ତାଙ୍କୁ ‘କାଦମ୍ବିନୀ ସମ୍ମାନ’ରେ ସମ୍ମାନୀତ କରାଯାଇଛି । ‘କାଦମ୍ବିନୀ’ ସମ୍ପାଦିକା ଡ.ଇତି ସାମନ୍ତ ଓ ପ୍ରତିଷ୍ଠାତା ତଥା ସାଂସଦ ଡ. ଅଚ୍ୟୁତ ସାମନ୍ତ ସରପଂଚ ଶ୍ରୀମତୀ ନାୟକଙ୍କୁ ପ୍ରଶଂସାପତ୍ର ,ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ ।  ଓଡ଼ିଶା ସମାଚାର

About admin

Check Also

ମାଓ ସଂଗଠନକୁ ସାହାଯ୍ୟ କରୁଥିବା ଅଭିଯୋଗ ରେ ଜଣେ ଗିରଫ

  କନ୍ଧମାଳ, ୧୩/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଗୋଚ୍ଛାପଡା ଅଞ୍ଚଳରେ ସକ୍ରିୟ ମାଓ ସଂଗଠନକୁ ସହଯୋଗ …

Leave a Reply

Your email address will not be published. Required fields are marked *