Wednesday , August 4 2021
Breaking News
Home / ତାଜା ଖବର /  ଭୁବନ ଥାନା ତରଫରୁ ମାସ୍କ ଚେକିଙ୍ଗ,୩ ହଜାର ଟଙ୍କା ଫାଇନ ଆଦାୟ

 ଭୁବନ ଥାନା ତରଫରୁ ମାସ୍କ ଚେକିଙ୍ଗ,୩ ହଜାର ଟଙ୍କା ଫାଇନ ଆଦାୟ

ଭୁବନ ୦୮/୦୫/୨୦୨୧(ଓଡ଼ିଶା ସମାଚାର)- ଓଡିଶାରେ ପୁନର୍ବାର ମହାମାରୀ କରୋନା  ଏବେ ଭୟଙ୍କର ସ୍ଥିତିରେ ପହଁଚିଥିବାରୁ ସରକାର ୫ ତାରିଖ ଠାରୁ ୧୯ ତାରିଖ ପର୍ଯ୍ୟନ୍ତ ଲକଡାଉନ ଜାରିକରିବା ସହ ମାସ୍କ ପିନ୍ଧୁନଥିବା ଅମାନିଆଙ୍କ ଠାରୁ ଫାଇନ ଆଦାୟ ନିର୍ଦ୍ଧେଶ ଦେଇଛନ୍ତି । ଏହି କ୍ରମରେ ଭୁବନ ଥାନା ତରଫରୁ ୫୩ ନମ୍ବର ଜାତୀୟ ରାଜପଥର ନୂଆବଜାର ଓ କାଳୀବଜାର ଠାରେ ମାସ୍କ ଚେକିଙ୍ଗ କରାଯାଇଥିଲା । ଆଇଆଇସି ପ୍ରଶାନ୍ତ କୁମାର ପାତ୍ର, ,ଏଏସଆଇ ପ୍ରଭାତ କୁମାର ନାୟକ ପୋଲିସ କର୍ମଚାରୀଙ୍କ ଗହଣରେ ଅମାନିଆଙ୍କ ଠାରୁ ୩ ହଜାର ଟଙ୍କା ଫାଇନ ଆଦାୟ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଖତଗଦାକୁ କେନ୍ଦ୍ର କରି ଆକ୍ରମଣ

ଧର୍ମଶାଳା, ୦୪/୦୮/୨୦୨୧(ଓଡ଼ିଶା ସମାଚାର)- ଜେନାପୁର ଥାନା ଅନ୍ତର୍ଗତ ସାହାଣିଢିହ ପଂଚାୟତ ତେଲିପୋଖରୀ ଗ୍ରାମରେ ସାମନ୍ୟ ବଚସାକୁ କେନ୍ଦ୍ର କରି  ଗଣ୍ଡଗୋଳ …

Leave a Reply

Your email address will not be published. Required fields are marked *