Wednesday , August 4 2021
Breaking News
Home / ବିଶେଷ /    ଭୁବନ ଥାନାରେ  ପ୍ରଶାନ୍ତ ପାତ୍ର ନୂତନ ଥାନାଧିକାରୀ ଭାବେ ଯୋଗଦେଲେ

   ଭୁବନ ଥାନାରେ  ପ୍ରଶାନ୍ତ ପାତ୍ର ନୂତନ ଥାନାଧିକାରୀ ଭାବେ ଯୋଗଦେଲେ

ଭୁବନ ୧୫/୦୪/୨୦୨୧(ଓଡ଼ିଶା ସମାଚାର)- ଭୁବନ ଥାନାରେ  ନୂତନ ଥାନାଧିକାରୀ ଭାବେ ପ୍ରଶାନ୍ତ କୁମାର ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି । ଶ୍ରୀ ପାତ୍ର ଜିଲ୍ଲା ହେଡକ୍ୱାଟରରୁ ଏଠାକୁ ବଦଳି ହୋଇ ଆସିଛନ୍ତି । ପୂର୍ବରୁ ସେ ଦେବଗଡ ଓ ଅନୁଗୁଳ ଥାନାରେ କାର୍ଯ୍ୟକରି ଜଣେ ଦକ୍ଷ,କର୍ମଠ ଓ ସଚ୍ଚୋଟ ଅଫିସର ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଭୁବନ ଥାନାର ପୂର୍ବତନ ଆଇଆଇସି ତଥା ସ୍ଥାନୀୟ ଅଂଚଳରେ ବେଶ ଲୋକପ୍ରିୟତା ହାସଲ କରିଥିବା ଜିତେନ୍ଦ୍ର କୁମାର ସାହୁ ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନାକୁ ବଦଳି ହୋଇ ଯାଇଛନ୍ତି ।  ଓଡ଼ିଶା ସମାଚାର

About admin

Check Also

ଗୁଳି ଫୁଟାଇ ଯୁବକଙ୍କଠୁ ଲୁଟିନେଲେ

ଭଦ୍ରକ ୦୪/୦୮/୨୦୨୧(ଓଡ଼ିଶା ସମାଚାର)- ଭଦ୍ରକ ଗ୍ରାମାଂଚଳ ଥାନା ଅନ୍ତର୍ଗତ ଆଦର୍ଶ ହରିପୁର ଅଂଚଳରେ ସୋମବାର ରାତିରେ ଜଣେ ଯୁବକଙ୍କୁ ଦୁର୍ବୃତମାନେ …

Leave a Reply

Your email address will not be published. Required fields are marked *