Tuesday , June 15 2021
Breaking News
Home / ବିଶେଷ /    ଭୁବନ ତହସିଲ ତରଫରୁ ରାଜସ୍ୱ ରଥ ଶୁଭାରମ୍ଭ

   ଭୁବନ ତହସିଲ ତରଫରୁ ରାଜସ୍ୱ ରଥ ଶୁଭାରମ୍ଭ

ଭୁବନ ୧୯/୦୫/୨୦୨୧(ଓଡ଼ିଶା ସମାଚାର)- ମହାମାରୀ କରୋନା ଜନିତ ଲକଡାଉନ/ସଟଡାଉନ ଯୋଗୁ ଜନସାଧାରଣ ନାହିଁ ନଥିବା ହଇରାଣ ହରକତ ହେଉଛନ୍ତି । ସରକାରଙ୍କ ନିର୍ଦ୍ଧେଶମତେ ଲୋକଙ୍କ ଦୁଆରେ ରାଜସ୍ୱ ବିଭାଗ ସେବା ଯୋଗାଇ ଦେବା ଉଦ୍ଧେଶ୍ୟରେ ରାଜସ୍ୱ ରଥ ଶୁଭାରମ୍ଭ ହୋଇଛି । ତହସିଲାର ପ୍ରଭାସ କୁମାର ବେହୁରା ନଡିଆ ଭାଙ୍ଗି ଆନୁଷ୍ଠାନିକ ଭାବେ ଏହାକୁ ଶୁଭାରମ୍ଭ କରିଥିଲେ । ଅତିରିକ୍ତ ତହସିଲଦାର ମନୋଜ କୁମାର ମାଝି,ସଂସ୍ଥା ବିଭାଗ ବରିଷ୍ଠ କିରାଣୀ ସୁଧିର କୁମାର ପଣ୍ଡା,ଭୁବନ ରାଜସ୍ୱ ନିରୀକ୍ଷକ ସୁଜିତ କୁମାର ଭୋଇ ଙ୍କ ସମେତ କର୍ମଚାରୀ ଗଣ ଉପସ୍ଥିତ ରହିଥିଲେ । ଓଡ଼ିଶା ସମାଚାର

 

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ୩୪୦୫ ଜଣ ନୂତନ  କରୋନା ସଂକ୍ରମିତ ଚିହ୍ନଟ – ୪୨ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୧୫/୦୬/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)-  ଗତ ୨୪ ଘଣ୍ଟା ମଧ୍ୟରେ ୩୪୦୫ ଜଣ ନୂତନ  କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । …

Leave a Reply

Your email address will not be published. Required fields are marked *