Thursday , June 17 2021
Home / ବିଶେଷ / ଭୁବନେଶ୍ୱର କୋର୍ଟ ପରିସରରେ ଗଂଜେଇ ଦଳା

ଭୁବନେଶ୍ୱର କୋର୍ଟ ପରିସରରେ ଗଂଜେଇ ଦଳା

ଭୁବନେଶ୍ୱର, ୨୪/୦୪/୨୦୨୧(ଓଡ଼ିଶା ସମାଚାର)-ଦୃଶ୍ୟଟି ହେଉଛି ଭୁବନେଶ୍ୱର କୋର୍ଟ ପରିସର । ସବରେଜିଷ୍ଟ୍ରାର ଅଫିସ ନିକଟ ରେ ଏହି ସ୍ଥାନଟି । ସମୟ ସକାଳ ପ୍ରାୟ ସାଢ଼େ ୯ ଟା ହେବ । କୋର୍ଟ ଖୋଲିନଥାଏ । ଏହି ସମୟରେ ବାବୁ ଜଣକ ଏଠି ବସି ଚଲେଇଛନ୍ତି ଗଂଜେଇ ଦଳା କାର୍ଯ୍ୟ । କୋର୍ଟ ପରିସରରେ ଏଭଳି କାର୍ଯ୍ୟ ଦେଖି ଆଶ୍ଚର୍ଯ୍ୟ ଯେତିକି ଲାଗିଲା ରାଜଧାନୀରେ କିଭଳି ଗଂଜେଇ ଆଦିର କିଭଳି କାରବାର ହେଉଛି , ତାହାକୁ ନେଇ ଆହୁରି ଅଧିକ ଆଶ୍ଚର୍ଯ୍ୟ ଲାଗିଲା । ଏହା ନିତି ଦିନିଆ କାର୍ଯ୍ୟ ବୋଲି ଶୁଣିବାକୁ ପାଇଲି । ଓଡ଼ିଶା ସମାଚାର

About admin

Check Also

କଟକ ଅର୍ବାନ ପୁଲିସ କୁ ବଡ଼ ସଫଳତା – ୪ ଅପରାଧୀ ଗିରଫ , ୧୧ ଟି ବନ୍ଧୁକ ଓ ୫୧ଟି ଗୁଳି ଜବତ

କଟକ, ୧୬/୦୬/୨୦୨୧(ଓଡ଼ିଶା ସମାଚାର / ଦେବାଶିଷ ରଥ)- ପ୍ରାୟୋଜିତ ଅପରାଧ ଉପରେ ଅଂକୁଶ ଲଗାଇବା ପାଇଁ କଟକ ଡିସିପି ପ୍ରତୀକ …

Leave a Reply

Your email address will not be published. Required fields are marked *