Friday , June 25 2021
Breaking News
Home / ବିଶେଷ / ଭୁବନେଶ୍ୱରର ସମସ୍ତ ଧର୍ମାନୁଷ୍ଠାନ ପ୍ରବେଶ ଉପରେ କଟକଣା ଲାଗିଲା

ଭୁବନେଶ୍ୱରର ସମସ୍ତ ଧର୍ମାନୁଷ୍ଠାନ ପ୍ରବେଶ ଉପରେ କଟକଣା ଲାଗିଲା

ଭୁବନେଶ୍ୱର, ୨୦/୦୪/୨୦୨୧(ଓଡ଼ିଶା ସମାଚାର)- ଭୁବନେଶ୍ୱରର ସମସ୍ତ ଧର୍ମାନୁଷ୍ଠାନ ପ୍ରବେଶ ଉପରେ କଟକଣା ଲାଗିଲା । ଆସନ୍ତା କାଲି ୨୧ ତାରିଖ ଠାରୁ ଭୁବନେଶ୍ୱରର ସମସ୍ତ ଧର୍ମାନୁଷ୍ଠାନ ଉପରେ କଟକଣା ଲାଗିଲା । କେବଳ ଦୈନିକ ନୀତିକାନ୍ତି ଚାଲୁ ରହିବ କିନ୍ତୁ ସର୍ବସାଧାରଣଙ୍କ ପ୍ରବେଶ ହୋଇପାରିବ ନାହିଁ । ରାଜ୍ୟରେ କରୋନାର ସ୍ଥିତି କୁ ଆଖି ଆଗରେ ରଖି ସଂକ୍ରମଣର ଚେନ୍ ଭାଙ୍ଗିବା ପାଇଁ ବିଏମସି ପକ୍ଷରୁ ଏହି ନିଷ୍ପତି ନିଆଯାଇଛି । ସ୍ଥିତିରେ ସୁଧାର ଆସିଲେ ପରବର୍ତି ନିଷ୍ପତି ଗ୍ରହଣ କରାଯିବ । ଓଡ଼ିଶା ସମାଚାର

About admin

Check Also

ନବକୃଷ୍ଣ ଚୌଧୁରୀ ଙ୍କ ଶ୍ରାଦ୍ଧ ଉତ୍ସବ ପାଳିତ

ଜଗତସିଂହପୁର ୨୪/୦୬/୨୦୨୧(ଓଡ଼ିଶା ସମାଚାର)- ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ, ସମାଜସେବୀ ଜଗତସିଂହପୁର ମାଟି ର ଯୋଗ୍ୟ ସନ୍ତାନ ,ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ  …

Leave a Reply

Your email address will not be published. Required fields are marked *