Sunday , June 20 2021
Home / ବିଶେଷ / ଭିସୁଟ ର ୨୫ ଜଣ ଛାତ୍ର ଛାତ୍ରୀ କରୋନା ପଜିଟିଭ ଚିହ୍ନଟ

ଭିସୁଟ ର ୨୫ ଜଣ ଛାତ୍ର ଛାତ୍ରୀ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର ୨୭/୦୨/୨୦୨୧(ଓଡ଼ିଶା ସମାଚାର)-ବୀର ସୁରେନ୍ଦ୍ର ସାଏ ୟୁନିଭରସିଟି ଅଫ ଟେକ୍ନୋଲୋଜି ( ଭିସୁଟ) ର ୨୫ ଜଣ ଛାତ୍ର ଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୧୬ ଜଣ ଏଠାରେ ସଙ୍ଗରୋଧ ରେ ଅଛନ୍ତି । ସେମାନେ ଚିକିତ୍ସାଧିନ ଥବାବେଳେ ଅବଶିଷ୍ଟ ୯ ଜଣ ଘରକୁ ପଳାଇଛନ୍ତି । ଏହିପରି ସ୍ଥିତି ଜଣାପଡ଼ିବା ପରେ ୧ମ ବର୍ଷ ଛାତ୍ର ଛାତ୍ରୀମାନେ ନଆସିବା ପାଇଁ କୂଳପତି ଅନୁରୋଧ କରିଛନ୍ତି । ଓଡ଼ିଶା ସମାଚାର

 

 

About admin

Check Also

ବେଦାନ୍ତ ପକ୍ଷରୁ ଓଡ଼ିଶାର କଳାହାଣ୍ଡିରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଲୋକାର୍ପିତ

• ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ଭର୍ଚୁଆଲ ସମାରୋହରେ ଏହି ହସ୍ପିଟାଲ କୁ ଜନ ସାଧାରଣଙ୍କ …

Leave a Reply

Your email address will not be published. Required fields are marked *