Thursday , June 17 2021
Home / ବିଶେଷ / ଭବାନୀପାଟଣା ସହରରେ ଜଣେ ନାବାଳକିଙ୍କୁ ଫେସବୁକ୍ ଇନଷ୍ଟାଗ୍ରାମରେ ଯୌନ ନିର୍ୟ୍ୟାତନା ଦେଇ ଯୁବକ ଗିରଫ

ଭବାନୀପାଟଣା ସହରରେ ଜଣେ ନାବାଳକିଙ୍କୁ ଫେସବୁକ୍ ଇନଷ୍ଟାଗ୍ରାମରେ ଯୌନ ନିର୍ୟ୍ୟାତନା ଦେଇ ଯୁବକ ଗିରଫ

କଳାହାଣ୍ଡି ,୦୫/୦୨/ ୨୦୨୧( ଓଡିଶା ସମାଚାର /ସଂଜୟ ସିଂହ )- ଭବାନୀପାଟଣା ଟାଉନ୍ ଥାନା ଅନ୍ତର୍ଗତ ଜଣେ ନାବାଳିକାଙ୍କୁ ଫେସବୁକ୍ ଇନଷ୍ଟାଗ୍ରାମରେ ଯୌନ ନିର୍ୟ୍ୟାତନା ଓ ଧମକ ଦେଇ ଜଣେ ୨୬ ବର୍ଷିୟ ଯୁବକ ଥାନାରେ ଅଟକ । ପ୍ରାପ୍ତ ଖବର ଅନୁଯାୟୀ ଯୁବକ ଜଣଙ୍କ ହେଉଛନ୍ତି ନୟାଗଡ ଜିଲ୍ଲା ଦଶପଲା ଥାନା ଅନ୍ତର୍ଗତ ପୋଡାବାଇ ଗ୍ରାମର ଜିତେନ୍ଦ୍ର ବେହେରା ବୋଲି ଜଣାପଡିଛି । କେସ୍ ନମ୍ବର ୪୬ ଧାରା ୪୨୯,୫୦୬,୫୦୭,୫୦୯ ଓ ପୋକସୋ ୨୦୧୨ ଅନୁଯାୟୀ ଯୁବକଙ୍କୁ କୋର୍ଟ ଚାଲାଣ କରାଯାଇଛି ।ଓଡ଼ିଶା ସମାଚାର

About admin

Check Also

କଟକ ଅର୍ବାନ ପୁଲିସ କୁ ବଡ଼ ସଫଳତା – ୪ ଅପରାଧୀ ଗିରଫ , ୧୧ ଟି ବନ୍ଧୁକ ଓ ୫୧ଟି ଗୁଳି ଜବତ

କଟକ, ୧୬/୦୬/୨୦୨୧(ଓଡ଼ିଶା ସମାଚାର / ଦେବାଶିଷ ରଥ)- ପ୍ରାୟୋଜିତ ଅପରାଧ ଉପରେ ଅଂକୁଶ ଲଗାଇବା ପାଇଁ କଟକ ଡିସିପି ପ୍ରତୀକ …

Leave a Reply

Your email address will not be published. Required fields are marked *