Sunday , June 20 2021
Home / ତାଜା ଖବର / ଭବାନୀପାଟଣା ଘରୋଇ କଲେଜ ହଷ୍ଟେଲରେ ଛାତ୍ରୀର ଝୁଲନ୍ତା ମୃତଦେହ ଉଦ୍ଧାର

ଭବାନୀପାଟଣା ଘରୋଇ କଲେଜ ହଷ୍ଟେଲରେ ଛାତ୍ରୀର ଝୁଲନ୍ତା ମୃତଦେହ ଉଦ୍ଧାର

ଭବାନୀପାଟଣା , ୦୬/୦୮/୨୦୧୯(ଓଡ଼ିଶା ସମାଚାର /ସଂଜୟ କୁମାର ସିଂହ)- କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରରେ ଥିବା ବିକାଶ ଘରୋଇ ମହାବିଦ୍ୟାଳୟ ଛାତ୍ରାବାସରୁ ୪ ଟା  ସମୟରେ ଫ୍ୟାନରେ ମୃତଦେହ ଓଢଣୀରେ ଝୁଲିବା ଅବସ୍ଥାରେ ମିଲିଥିଲା । ଟାଉନ ଥାନା ପୋଲିସ ପହଂଚି ଶବ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଜାରି ରଖିଛି । କେଉଁ କାରଣରୁ ଏଭଲି ଘଟିଲା ତାହା ସ୍ପଷ୍ଟ ହୋଇ ପାରିନାହିଁ । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩,୬୩୧ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ – ୩୯ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୧୭/୦୬/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩,୬୩୧ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି …

Leave a Reply

Your email address will not be published. Required fields are marked *