Wednesday , June 23 2021
Breaking News
Home / ବିଶେଷ / ବୟାଳିଶ ମୌଜା ବିଜେପି ମଣ୍ଡଳର ଶ୍ରଦ୍ଧାଞ୍ଜଳୀ ସଭା

ବୟାଳିଶ ମୌଜା ବିଜେପି ମଣ୍ଡଳର ଶ୍ରଦ୍ଧାଞ୍ଜଳୀ ସଭା

କଟକ ୨୪/୦୨/୨୦୨୧ (ଓଡ଼ିଶା ସମାଚାର)-  ବୟାଳିଶ ମୌଜା ବିଜେପି ମଣ୍ଡଳ ପକ୍ଷରୁ କଟକ ସଦର ବ୍ଲକ ବୟାଳିଶ ମୌଜା ଉପକଣ୍ଠ ଠାକୁରସାହି ବରାଳ ଶ୍ରୀ ଶ୍ରୀ ନୀଳକଣ୍ଠନାଥ ମନ୍ଦିର ନିକଟରେ ପାଳିତ ହୋଇ ବୟାଳିଶ ମୌଜା ବିଜେପିର ସାଧାରଣ ସମ୍ପାଦକ ସ୍ବର୍ଗତ ଅଶୋକ ପ୍ରଧାନ ଓ ଯୁବସମାଜସେବୀ ସ୍ବର୍ଗତ ଅମୀୟ ପ୍ରଧାନଙ୍କୁ ଭାବପୂର୍ଣ ଶ୍ରଦ୍ଧାଞ୍ଜଳୀଦେବା ସହ ଓ ସମୂହ ଶୋକ ପାଳନ କରାଯାଇଛି । ଏହି ଶୋକସଭାରେ ବିଜେପି ନେତା ଦିଲ୍ଲୀପ ମଲ୍ଲିକ, ହୃଷିକେଶ ଜେନା, ଗୋକୁଳ ପ୍ରଧାନ,ଦୀପକ ଆଚାର୍ଯ୍ୟ,ରଶ୍ମି ରାଉଳ, ପ୍ରାଣକୃଷ୍ଣ ରାୟ, ସରୋଜ ସାସମଲ, ମହେଶ୍ୱର ପତି, ସନ୍ତୋଷ ସ୍ୱାଇଁ, ଅଲେଖ ଦାସ, ଜୟନ୍ତ ମାଝୀ,ସବିତା  ଦାସ,ଇଂ.ଅଶୋକ ବିଶ୍ଵାଳ, କୃଷ୍ଣଚନ୍ଦ୍ର ମଲ୍ଲିକ,ଦେବଦତ୍ତ ତ୍ରିପାଠୀ,ଉମାକାନ୍ତ ମହାପାତ୍ର,ନିରଂଜନ ଭୋଇ,ପୀୟୂଷ ପରିଡ଼ା ପ୍ରମୁଖ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ । ଓଡିଶା ସମାଚାର

 

About admin

Check Also

ସମାଜସେବୀ ପ୍ରେମାନନ୍ଦ ପରିଡାଙ୍କୁ ଶ୍ରଦ୍ଧାଞ୍ଜଳି

କେନ୍ଦ୍ରାପଡ଼ା, ୨୨/୦୬/୨୦୨୧(ଓଡ଼ିଶା ସମାଚାର)- ବିରମିତ୍ରପୁର ଏନ.ଏ.ସି.ରୁ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଅବସର ନେଇଥିବା  ପ୍ରେମାନନ୍ଦ ପରିଡାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ …

Leave a Reply

Your email address will not be published. Required fields are marked *