Wednesday , June 16 2021
Breaking News
Home / ବ୍ୟବସାୟ ବାଣିଜ୍ୟ / ବ୍ୟାଙ୍କ ଧର୍ମଘଟରେ  ଓ ଜି ବି ର ଅଫିସର ଓ କର୍ମଚାରୀ ସାମିଲ

ବ୍ୟାଙ୍କ ଧର୍ମଘଟରେ  ଓ ଜି ବି ର ଅଫିସର ଓ କର୍ମଚାରୀ ସାମିଲ

କଟକ,୧୫/୦୩/୨୦୨୧(ଓଡ଼ିଶା ସମାଚାର)- United forum of RRB unions ର ଆହ୍ୱାନ କ୍ରମେ ଓଜିବି ର  ଅଫିସର ଓ କର୍ମଚାରୀମାନେ ଓଜିବି ମୁଖ୍ୟ କାର୍ୟ୍ୟାଳୟ ଓ ଆଞ୍ଚଳିକ କାର୍ୟ୍ୟାଳୟ ସମ୍ମୁଖରେ ପିକେଟିଙ୍ଗ କରିଥିଲେ ।. ବ୍ୟାଙ୍କର ଘରୋଇକରଣ କୁ ତୀବ୍ର ବିରୋଧ କରାଯାଇଛିା ଏକାଦଶ ତମ  ଦରମା ସମ୍ବନ୍ଧୀୟ ଦ୍ବିପାକ୍ଷିକ ରାଜିନାମା କୁ ଗ୍ରାମ୍ୟବ୍ୟାଙ୍କରେ ତୁରନ୍ତ ଲାଗୁକରିବାପାଇଁ ଦାବି ରହିଛି. । ମହାନଦୀବିହାରସ୍ଥିତ ଆଞ୍ଚଳିକ କାର୍ୟ୍ୟାଳୟ ସମୁଖରେ ପିକେଟିଂ କରାଯାଇଛି । AIRRBEA ସଂଗଠନ ତରଫରୁ ମହେଶ୍ୱର ମହାରଣା, ଦୀପକ ସାହୁ, ପର୍ଶୁରାମ ମଣ୍ଡଳ, ଚିରଞ୍ଜିତ ଆଚାର୍ୟ୍ୟ, କେ, ସି. ନାୟକ, ଓ AIBOC ସଂଗଠନ ତରଫରୁ ଅମରେଶ କୁମାର, ଶରତ ନାୟକ, ପ୍ରଦୀପ ବିଶ୍ୱାଳ,ସପନ  କୁମାର ବେହେରା ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ବେଦାନ୍ତ ଆଲୁମିନିୟମ ପକ୍ଷରୁ ବ୍ୟବସାୟିକ ଅଂଶୀଦାର କର୍ମଚାରୀଙ୍କ ପାଇଁ କୋଭିଡ୍ କବଚ ଟର୍ମ ବୀମା ଘୋଷଣା

ଭୁବନେଶ୍ୱର,୧୭/୦୫/୨୦୨୧(ଓଡ଼ିଶା ସମାଚାର)-ଭାରତର ବୃହତ୍ ଆଲୁମିନିୟମ୍ ଉତ୍ପାଦନକାରୀ ତଥା ମୂଲ୍ୟଯୁକ୍ତ ଆଲୁମିନିୟମ୍ ଉତ୍ପାଦକ ବେଦାନ୍ତ ଆଲୁମିନିୟମ୍ ଏବଂ ପାୱାର ବିଜନେସ୍ ପକ୍ଷରୁ …

Leave a Reply

Your email address will not be published. Required fields are marked *