Saturday , July 31 2021
Breaking News
Home / ସ୍ୱାସ୍ଥ୍ୟ / ବ୍ଲାକ ଫଙ୍ଗସ୍  କୁ ଓଡ଼ିଶା ସରକାର ମହାମାରୀ ଘୋଷଣା କଲେ

ବ୍ଲାକ ଫଙ୍ଗସ୍  କୁ ଓଡ଼ିଶା ସରକାର ମହାମାରୀ ଘୋଷଣା କଲେ

ଭୁବନେଶ୍ୱର,୨୦/୦୫/୨୦୨୧(ଓଡ଼ିଶା ସମାଚାର)- ଓଡିଶାରେ ବ୍ଲାକ ଫଙ୍ଗସ୍  କୁ ରାଜ୍ୟ ସରକାର ମହାମାରୀ ଘୋଷଣା କଲେ। ମହାମାରୀ କରୋନା ସମୟରେ ଆଉ ଏକ ଚିନ୍ତାର କାରଣ ସାଜିଥିବା ବ୍ଲାକ୍ ଫଙ୍ଗସକୁ ମହାମାରୀ ଘୋଷଣା କରିବାକୁ କେନ୍ଦ୍ର ସରକାର ସୁପାରିଶ କରିଥିଲେ। ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ମହାମାରୀ ବ୍ୟାଧି ଆଇନ ୧୯୮୭ ଅନୁଯାୟୀ, ପ୍ଲାକ୍ ଫଙ୍ଗସକୁ ମହାମାରୀ ଘୋଷଣା  କରାଯାଇଛି। ଓଡ଼ିଶା ସମାଚାର

About admin

Check Also

ଆଜି କେନ୍ଦ୍ରାପଡ଼ା ଜିଲାରେ ୩୫ ଜଣ ନୂତନ କରୋନା ସଂଙ୍କ୍ରମିତ ଚିହ୍ନଟ

କେନ୍ଦ୍ରାପଡ଼ା,୩୦/୦୭/୨୦୨୧(ଓଡ଼ିଶା ସମାଚାର)- ଆଜି କେନ୍ଦ୍ରାପଡ଼ା ଜିଲାରେ ୩୫ ଜଣ ନୂତନ କରୋନା ସଂଙ୍କ୍ରମିତ ଚିହ୍ନଟ ହୋଇଛନ୍ତି । ଜିଲା ସୂଚନା …

Leave a Reply

Your email address will not be published. Required fields are marked *