Friday , June 18 2021
Breaking News
Home / ବିଶେଷ / ବେଣ୍ଟକାର ହାଇ ସ୍କୁଲର ୧୯୯୮ ମାଟ୍ରିକ ବ୍ୟାଚ ସହପାଠୀ ବର୍ଗଙ୍କ ବଂଧୁମିଳନ

ବେଣ୍ଟକାର ହାଇ ସ୍କୁଲର ୧୯୯୮ ମାଟ୍ରିକ ବ୍ୟାଚ ସହପାଠୀ ବର୍ଗଙ୍କ ବଂଧୁମିଳନ

କଟକ,୦୮/୦୪/୨୦୨୧(ଓଡ଼ିଶା ସମାଚାର)- କଟକ ଜିଲ୍ଲା ବୟାଳିଶମୌଜ଼ା ଉପକଣ୍ଠ  ପୁରାତନ ଶିକ୍ଷାନୁଷ୍ଠାନ ବେଣ୍ଟକାର ହାଇ ସ୍କୁଲର ୧୯୯୮ ମସିହା ମାଟ୍ରିକ ବ୍ୟାଚ ଛାତ୍ରଛାତ୍ରୀ ମାନଙ୍କର ବଂଧୁ ମିଳନ ସ୍ଥାନୀୟ ଦଧିବାମନପୁର ଭୁଆଶୁଣି ପିଠିରେ ଅନୁଷ୍ଠିତ ହୋଇଯାଇଛି । ଏହି ବଂଧୁ ମିଳନ ପର୍ଵରେ ସମସ୍ତ ବଂଧୁବର୍ଗ ଏବଂ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ବର୍ଗ ଉପସ୍ଥିତ ରହି ପୁରାତନ ଦିନର ସ୍ମୃତି ବଖାଣିବାସହ ବନ୍ଧୁତା ଶବ୍ଦର ବାସ୍ତବତାକୁ ସମୀକ୍ଷା କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଓଡ଼ିଶା ମୋ ପରିବାର ଆନୁକୁଲ୍ୟରେ ସ୍ୱେଛାକୃତ ରକ୍ତଦାନ ଶିବିର 

ରଘୁନାଥପୁର,୧୮/୦୬/୨୦୨୧(ଓଡ଼ିଶା ସମାଚାର)-ରଘୁନାଥପୁର ବ୍ଲକ୍ ପୁରଣ ଓଡ଼ପଡ଼ାସ୍ଥିତ ପ୍ରମିଳା ମଣ୍ଡପରେ ଡଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ଏକ ସ୍ୱେଛାକୃତ ରକ୍ତଦାନ ଶିବିର …

Leave a Reply

Your email address will not be published. Required fields are marked *