Saturday , July 31 2021
Breaking News
Home / ବିଶେଷ /    ବିରଳ ପ୍ରଜାତିର କାଉ ମଳିପଡ଼ାରୁ ଉଦ୍ଧାର

   ବିରଳ ପ୍ରଜାତିର କାଉ ମଳିପଡ଼ାରୁ ଉଦ୍ଧାର

 ନିରାକାରପୁର, ୨୯/୦୫/୨୦୨୧(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ମଳିପଡ଼ାରୁ ବିରଳ ପ୍ରଜାତିର ଏକ  ଧଳା ରଙ୍ଗର କାଉ ଉଦ୍ଧାର ହୋଇଛି । ଆହତ ଅବସ୍ଥାରେ ଏହି କାଉଟିକୁ ମଳିପଡ଼ା ଗ୍ରାମର ବାଟୁଆ ଜେନା ଓ ଜୁବୁଲି ଖଣ୍ଡୟତରାୟ ଏହାକୁ ଉଦ୍ଧାର କରିଥିଲେ । ପରେ ଖୋର୍ଦ୍ଧା ବନ ବିଭାଗକୁ ଖବର ଦେବାରୁ ସେମାନେ ଆସି ଏହି ବିରଳ ପ୍ରଜାତିର କାଉକୁ ନେଇ ଚିକତ୍ିସା କରୁଥିବାର ଜଣାପଡ଼ିଛି । ଓଡ଼ିଶା ସମାଚାର

About admin

Check Also

ବିଭିନ୍ନ ରାସ୍ତା ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ସାଂସଦ ଓ ବିଧାୟକ

ପରଜଙ୍ଗ, ୩୧/୦୭/୨୦୨୧(ଓଡ଼ିଶା ସମାଚାର)- ଆଜି ଓଡିଶା ସରକାରଙ୍କ ଗ୍ରାମ୍ୟ ନିର୍ମାଣ ବିଭାଗ ପକ୍ଷରୁ ପରଜଙ୍ଗ ନିର୍ବାଚନ ମଣ୍ଡଳୀ ର ସାଆନ୍ଦା …

Leave a Reply

Your email address will not be published. Required fields are marked *