Monday , June 14 2021
Breaking News
Home / ବିଶେଷ / ବିଧାନସଭା ପରିଚାଳନା ପାଇଁ ୭ଜଣିଆ ଅଧିଷ୍ଠାତା ମଣ୍ଡଳୀ ଗଠିତ

ବିଧାନସଭା ପରିଚାଳନା ପାଇଁ ୭ଜଣିଆ ଅଧିଷ୍ଠାତା ମଣ୍ଡଳୀ ଗଠିତ

ଭୁବନେଶ୍ୱର,୨୬/୦୬/୨୦୧୯ (ଓଡ଼ିଶା ସମାଚାର)- ବାଚସ୍ପତି ଓ ଉପବାଚସ୍ପତିଙ୍କ ଅନୁପସ୍ଥିତିରେ ଗୃହ ପରିଚାଳନା କରିବା ପାଇଁ ବାଚସ୍ପତି ଶ୍ରୀ ସୂଯ୍ୟ ନାରାୟଣ ପାତ୍ର ଅଧିଷ୍ଠାତା ମଣ୍ଡଳୀ ଗଠନ କରିଥିବା ନେଇ ଘୋଷଣା କରିଛନ୍ତି । ଏହି ମଣ୍ଡଳୀରେ ଦେବୀ ପ୍ରସାଦ ମିଶ୍ର , ପ୍ରଫୁଲ୍ଲ ସାମଲ, ପ୍ରଶାନ୍ତ ମୁଦୁଲି , ଅଶ୍ୱିନୀ ପାତ୍ର , ସ୍ନେହାଙ୍ଗିନୀ ଛୁରିଆ , ସୁବାଷ ପାଣିଗ୍ରାହୀ ଓ ସନ୍ତୋଷ ସିଂହ ସାଲୁଜା ରହିଛନ୍ତି । ଓଡ଼ିଶା ସମାଚାର

About admin

Check Also

ମାଓ ସଂଗଠନକୁ ସାହାଯ୍ୟ କରୁଥିବା ଅଭିଯୋଗ ରେ ଜଣେ ଗିରଫ

  କନ୍ଧମାଳ, ୧୩/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଗୋଚ୍ଛାପଡା ଅଞ୍ଚଳରେ ସକ୍ରିୟ ମାଓ ସଂଗଠନକୁ ସହଯୋଗ …

Leave a Reply

Your email address will not be published. Required fields are marked *