Tuesday , August 3 2021
Breaking News
Home / ବିଶେଷ / ବିଦୁ୍ୟତ ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସି ୨ଟି ଗାଈ ମୃତ

ବିଦୁ୍ୟତ ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସି ୨ଟି ଗାଈ ମୃତ

କେନ୍ଦ୍ରାପଡ଼ା,୨୩/୦୬/୨୦୨୧(ଓଡ଼ିଶା ସମାଚାର)-ଏକ ବିଦୁ୍ୟତ ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସି ୨ଟି ଗାଈଙ୍କର ମୃତୁ୍ୟ ହୋଇଯାଇଥିବା ଜଣାପଡିଛି । କନ୍ଦ୍ରୋପଡା ପୋରାଂଚଳର ଟାଉନହଲ ନିକଟରେ ଏକ ବିଦୁ୍ୟତ ଟ୍ରାନ୍ସଫର୍ମର ରହିଛି । ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଦୁଇଟି ଗାଈ ସେହି ବିଦୁ୍ୟତ ଟ୍ରାନ୍ସଫର୍ମର ନିକଟକୁ ଚାଲିଯିବାରୁ ତାହାର ସଂସ୍ପର୍ଶରେ ଆସି ସେହି ଦୁଇଟି ଗାଈଙ୍କର ମୃତୁ୍ୟ ହୋଇଯାଇଥିଲା । ଖବର ପାଇ ବିଦୁ୍ୟତ ବିଭାଗ କର୍ମଚାରୀମାନେ ବିଦୁ୍ୟତ ସଂଯୋଗ ବିଛିନ୍ନ କରି ସେଠାରୁ ମୃତ ଗାଈ ଦୁଇଟିଙ୍କୁ ବାହାରକୁ ବାହାର କରିଥିଲେ । ଓଡ଼ିଶା ସମାଚାର

About admin

Check Also

ବୃଦ୍ଧାଶ୍ରମରେ ସହଯୋଗ ତରଫରୁ ଖାଦ୍ୟ , ମାସ୍କ ବଂଟନ ଓ ସଚେତନତା କାର୍ଯ୍ୟକ୍ରମ

ନିରାକାରପୁର, ୦୨/୦୮/୨୦୨୧(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ସହଯୋଗ ଅନୁଷ୍ଠାନ ତରଫରୁ ରବିବାର ସେବାରେ ରାମେଶ୍ୱର ପଂଚାୟତ ପଦ୍ମପୁରସ୍ଥିତ ବୃଦ୍ଧାଶ୍ରମ …

Leave a Reply

Your email address will not be published. Required fields are marked *