Wednesday , August 4 2021
Breaking News
Home / ବିଶେଷ / ବିଡିଓ ଙ୍କ ସମେତ ୨୧ ଜଣ କର୍ମଚାରୀ କରୋନା ଟିକା ନେଲେ

ବିଡିଓ ଙ୍କ ସମେତ ୨୧ ଜଣ କର୍ମଚାରୀ କରୋନା ଟିକା ନେଲେ

  ଭୁବନ ୦୮/୦୨/୨୦୨୧ (ଓଡ଼ିଶା ସମାଚାର)- ଭୁବନ ବିଡିଓ ଆଶୀର୍ବାଦ ପରିଡା ଙ୍କ ସମେତ ୨୧ ଜଣ ବ୍ଲକ କର୍ମଚାରୀ ଆଜି କୋଭିଡ ଟିକା ନେଇଛନ୍ତି ।  ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ମନୋଜ କୁମାର ମହାନ୍ତି ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସ୍ୱାସ୍ଥ୍ୟକର୍ମୀ, ନର୍ସ ବ୍ଲକ କର୍ମଚାରୀଙ୍କୁ ଟିକା ଦେଇଥିଲେ । ପଂଚାୟତ ସମିତି ସଭାଗୃହରେ ଅନୁଷ୍ଠିତ ଟୀକାକରଣ କାର୍ଯ୍ୟକ୍ରମରେ ପ୍ରଥମେ ବିଡିଓ ଶ୍ରୀ ପରିଡା ଟିକାନେଇ ଅନ୍ୟ କର୍ମଚାରୀଙ୍କ ମନରୁ ଆଶଙ୍କା ଦୂର କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଖତଗଦାକୁ କେନ୍ଦ୍ର କରି ଆକ୍ରମଣ

ଧର୍ମଶାଳା, ୦୪/୦୮/୨୦୨୧(ଓଡ଼ିଶା ସମାଚାର)- ଜେନାପୁର ଥାନା ଅନ୍ତର୍ଗତ ସାହାଣିଢିହ ପଂଚାୟତ ତେଲିପୋଖରୀ ଗ୍ରାମରେ ସାମନ୍ୟ ବଚସାକୁ କେନ୍ଦ୍ର କରି  ଗଣ୍ଡଗୋଳ …

Leave a Reply

Your email address will not be published. Required fields are marked *