Monday , June 14 2021
Breaking News
Home / ବିଶେଷ / ବିଜେଡ଼ିର ୨ ଓ ବିଜେପି ର ଜଣେ ରାଜ୍ୟ ସଭାକୁ ବିନା ପ୍ରତିଦ୍ୱନ୍ଦିତାରେ ନିର୍ବାଚିତ

ବିଜେଡ଼ିର ୨ ଓ ବିଜେପି ର ଜଣେ ରାଜ୍ୟ ସଭାକୁ ବିନା ପ୍ରତିଦ୍ୱନ୍ଦିତାରେ ନିର୍ବାଚିତ

ଭୁବନେଶ୍ୱର, ୨୮/୦୬/୨୦୧୯ (ଓଡ଼ିଶା ସମାଚାର)- ବିଜେଡ଼ିର ୨ ଓ ବିଜେପି ର ଜଣେ ରାଜ୍ୟ ସଭାକୁ ବିନା ପ୍ରତିଦ୍ୱନ୍ଦିତାରେ ନିର୍ବାଚିତ ହୋଇଛନ୍ତି । ବିଜେଡ଼ିର ଅମର ପଟ୍ଟନାୟକ ଓ ସସ୍ମିତ ପାତ୍ର ଏବଂ ବିଜେପି ର ଅଶ୍ୱିନୀ ବୈଷ୍ଣବ ରାଜ୍ୟ ସଭାକୁ ବିନା ପ୍ରତିଦ୍ୱନ୍ଦିତାରେ ନିର୍ବାଚିତ ହୋଇଛନ୍ତି । ତେଣୁ ଆଊ ନିର୍ବାଚନର ଆବଶ୍ୟକତା ନାହିଁ । ଓଡ଼ିଶା ସମାଚାର

About admin

Check Also

ମାଓ ସଂଗଠନକୁ ସାହାଯ୍ୟ କରୁଥିବା ଅଭିଯୋଗ ରେ ଜଣେ ଗିରଫ

  କନ୍ଧମାଳ, ୧୩/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଗୋଚ୍ଛାପଡା ଅଞ୍ଚଳରେ ସକ୍ରିୟ ମାଓ ସଂଗଠନକୁ ସହଯୋଗ …

Leave a Reply

Your email address will not be published. Required fields are marked *