Thursday , June 24 2021
Breaking News
Home / ନିର୍ବାଚନ / ବିଜେପୁର ନିର୍ବାଚନ : ୪ର୍ଥ ରାଉଣ୍ଡରେ ବିଜେଡ଼ି ର ରୀତା ସାହୁ ଆଗୁଆ

ବିଜେପୁର ନିର୍ବାଚନ : ୪ର୍ଥ ରାଉଣ୍ଡରେ ବିଜେଡ଼ି ର ରୀତା ସାହୁ ଆଗୁଆ

ବରଗଡ଼,୨୪/୧୦/୨୦୧୯(ଓଡ଼ିଶା ସମାଚାର)- ଆଜି ବିଜେପୁର ନିର୍ବାଚନ ର ଭୋଟ ଗଣତି ଆରମ୍ଭ ହୋଇଛି । ଶାସକ ବିଜେଡ଼ି ର ରୀତା ସାହୁ, ବିଜେପି ର ଦନତ ଗଡ଼ତିଆ ଓ କଂଗ୍ରେସ ର ଦିଲିପ ପଣ୍ଡା ନିର୍ବାଚନ ମଇଦାନ ରେ ଅବତୀର୍ଣ୍ଣ ହୋଇଛନ୍ତି । ବର୍ତମାନ ହସ୍ତଗତ ହୋଇଥିବା ୪ର୍ଥ ରାଉଣ୍ଡ ଗଣତି ଶେଷ ରେ ଶାସକ ବିଜେଡ଼ିକୁ ୩୧,୨୮୬ ଟି ଭୋଟ ମିଳିଥିବାବେଳେ ବିଜେପି କୁ ୭,୯୨୧ ଟି ଓ କଂଗ୍ରେସକୁ ୧,୧୧୫ ଟି ଭୋଟ ମିଳିଛି । ଓଡ଼ିଶା ସମାଚାର

About admin

Check Also

ଅଭାବ ଅସୁବିଧା ଓ ଅବହେଳିତ ର ନିଛକ ପ୍ରତିଛବି : ମୌଳିକ ସୁବିଧାରୁ ବଞ୍ଚିତ ବଡ଼ିପଦର ଏବଂ ଗାହାଡାଡି ଗ୍ରାମବାସୀ 

   ବାଲିଗୁଡ଼ା, ୨୩/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ମହକୁମା …

Leave a Reply

Your email address will not be published. Required fields are marked *