Monday , June 14 2021
Breaking News
Home / ରାଜନୀତି / ବିଜେପିର ଦୁଇ ଦିନିଆ ମଣ୍ଡଳସ୍ତରୀୟ ପ୍ରଶିକ୍ଷଣ ଶିବିର

ବିଜେପିର ଦୁଇ ଦିନିଆ ମଣ୍ଡଳସ୍ତରୀୟ ପ୍ରଶିକ୍ଷଣ ଶିବିର

ଭୁବନ ୦୬/୧୨/୨୦୨୦ (ଓଡ଼ିଶା ସମାଚାର/ ସୁଶାନ୍ତ କୁମାର ପୋଥାଳ)- ଭାରତୀୟ ଜନତା ପାର୍ଟି  ମୃଦଙ୍ଗା ମଣ୍ଡଳ ତରଫରୁ ଆସନ୍ତା ୧୪ ଓ ୧୫ ତାରିଖରେ ମୃଦଙ୍ଗା ପଂଚାୟତ ଅଁଳାଝାରୀ  ଖେଳପଡିଆ ଠାରେ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ । ଜିଲ୍ଲା ତଥା ରାଜ୍ୟସ୍ତରୀୟ ନେତୃବୃନ୍ଦ ଯୋଗଦେଇ ପ୍ରଶିକ୍ଷଣ ଦେବେ । ଭୁବନ ବ୍ଲକ ଅନ୍ତର୍ଗତ ମହୁଲପାଳ ମଣ୍ଡଳର ସମସ୍ତ କାର୍ଯ୍ୟକର୍ତା ଏହି ବୈଠକରେ ଯୋଗଦେଇ ପ୍ରଶିକ୍ଷଣ ନେବାକୁ ମଣ୍ଡଳ ସଭାପତି ଚୈତନ୍ୟ ବେହେରା ଜଣାଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ଗରିବଙ୍କ ସାଥିରେ ମୋଦିସରକାର:କଟକ ସଦର ଭାଜପା

କଟକସଦର ୦୯/୦୬/୨୦୨୧(ଓଡିଶା ସମାଚାର /ଅଭୟ ଜେନା )- କରୋନା ମହାମାରୀ ସମୟରେ ଦେଶବାସୀଙ୍କ ହିତରେ ମୋଦିସରକାର ଦେଶର ସମସ୍ତଙ୍କୁ ଟୀକାକରଣ …

Leave a Reply

Your email address will not be published. Required fields are marked *