Friday , June 18 2021
Breaking News
Home / ତାଜା ଖବର / ବାରହା ଶିକାର ପାଇଁ ଥିବା ବୋମା ଫୁଟି ଜଣେ ମହିଳା ଗୁରୁତର ଆହତ

ବାରହା ଶିକାର ପାଇଁ ଥିବା ବୋମା ଫୁଟି ଜଣେ ମହିଳା ଗୁରୁତର ଆହତ

ଢେଙ୍କାନାଳ,୨୫/୦୩/୨୦୨୧(ଓଡ଼ିଶା ସମାଚାର)- ଢେଙ୍କାନାଳ ଜିଲା ଅନ୍ତର୍ଗତ କାମାକ୍ଷାନଗର ଅଞ୍ଚଳରେ ବାର୍ହା ଶିକାର ପାଇଁ ଥିବା ବୋମା ଫୁଟି ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ଉକ୍ତ ମହିଳାଙ୍କ ପରିଚୟ ଜଣାପଡ଼ିନାହିଁ । ମହିଳା ଜଣଙ୍କ କଙ୍କଡାହାଡ ଥାନା ଅନ୍ତର୍ଗତ ତଳସାହି ଗାଁର ବୋଲି ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି। ଗୁରୁତର ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରାଯାଇ ହସପିଟାଲ ରେ ଭର୍ତି କରାଯାଇଥିଲା । ପରେ ତାଙ୍କୁ  ଢେଙ୍କାନାଳ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।ଓଡ଼ିଶା ସମାଚାର

About admin

Check Also

୩୫୩୫ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ – ୪୪ ଜଣ ଙ୍କ ମୃତ୍ୟୁ

ଭୁବନେଶ୍ୱର,୧୬/୦୬/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ୩୫୩୫ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । …

Leave a Reply

Your email address will not be published. Required fields are marked *