Saturday , July 31 2021
Breaking News
Home / ବିଶେଷ / ବାତ୍ୟା ୟାସ ରେ କୁଣ୍ଡା-ଅଁଳାଝାରୀ ରାସ୍ତା କ୍ଷତିଗ୍ରସ୍ତ

ବାତ୍ୟା ୟାସ ରେ କୁଣ୍ଡା-ଅଁଳାଝାରୀ ରାସ୍ତା କ୍ଷତିଗ୍ରସ୍ତ

  ଭୁବନ ୨୭/୦୫/୨୦୨୧(ଓଡ଼ିଶା ସମାଚାର)-ବାତ୍ୟା ୟାସ ରେ ଭୁବନ ବ୍ଲକ ଅନ୍ତର୍ଗତ ମୃଦଙ୍ଗା ପଂଚାୟତର କୁଣ୍ଡା-ଅଁଳାଝାରୀ (୨ କିମି) ରାସ୍ତା ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । ଏହି ମାଟି ମୋରମ ରାସ୍ତାର କିଛି ଅଂଶ ଧୋଇ ହୋଇଯାଇଛି । ଫଳରେ ଲୋକମାନେ ଯିବା ଆସିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ରାସ୍ତାଟିକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ପକ୍କା ରାସ୍ତା କରିବାକୁ ସରପଂଚ ଅଶୋକ ଦତ ଦାବି କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଭାରତୀୟ ମାନବଧିକାର ପରିଷଦ ପକ୍ଷରୁ ସାମ୍ବାଦିକଙ୍କୁ ମାଡ ଘଟଣାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

କେନ୍ଦ୍ରାପଡ଼ା, ୩୧/୦୭/୨୦୨୧(ଓଡ଼ିଶା ସମାଚାର)- ଭାରତୀୟ ମାନବଧିକାର ପରିଷଦ କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ସାମ୍ବାଦିକଙ୍କୁ ମାଡ ଘଟଣାକୁ କେନ୍ଦ୍ରକରି ଶୁକ୍ରବାର …

Leave a Reply

Your email address will not be published. Required fields are marked *