Sunday , June 20 2021
Home / ବିଶେଷ / ବାଇକଧକ୍କା ରେ ମହିଳାଙ୍କ ମୃତ୍ୟୁ କୁ ନେଇ ଗ୍ରାମବାସୀ ଙ୍କ ଜପକୂଦ ଫାଣ୍ଡି ଘେରାଉ

ବାଇକଧକ୍କା ରେ ମହିଳାଙ୍କ ମୃତ୍ୟୁ କୁ ନେଇ ଗ୍ରାମବାସୀ ଙ୍କ ଜପକୂଦ ଫାଣ୍ଡି ଘେରାଉ

ସାଲେପୁର, ୨୫/୦୪/୨୦୨୧ (ଓଡିଶା ସମାଚାର /ଅଭୟଜେନା ) ସାଲେପୁର ବ୍ଲକ ଜପକୂଦ ଫାଣ୍ଡିଅଞ୍ଚଳ ରେ ଜଣେ ବାଇକ ଆରୋହୀ ମହିଳାଙ୍କୁ ଧକ୍କା ଦେବାରୁ ସେ ଗୁରୁତର ଆହତ ହୋଇଥିଲେ.ା ଗ୍ରାମବାସି ତାଙ୍କୁ ଅଟକାଇ ଜପକୁଦ ଫାଣ୍ଡି ରେ ଜିମା ଦେଇଥିଲେ। ଆହତ ଶଶୀରେଖା କାଣ୍ଡି ମୃତୁବରଣ କରିଥିଲେ.ା ମୃତ ମହିଳା ଙ୍କ ଘର କଟରପା ପଞ୍ଚାୟତ ବୋଲିଜଣାପଡ଼ିଛି। ଆଜି ଗ୍ରାମବାସି ଶବକୁ ଧରି ନ୍ୟାୟପାଇଁ ଧାରଣା ରେ ବସିଛନ୍ତି.ା ମାତ୍ର ଫାଣ୍ଡି ଅଧିକାରୀ ଅଭିଯୁକ୍ତ ଙ୍କୁ ଛାଡ଼ିଦେଇଥିବାରୁ ଫାଣ୍ଡି ପରିସରରେ ଉତେଜନା ଲାଗିରହିଛି।ଲୋକେ କ୍ଷତି ପୂରଣ ଦାବିକରି ଧାରଣା ରେ ବସି ରହି ଛନ୍ତି । ଓଡ଼ିଶା ସମାଚାର

About admin

Check Also

ବେଦାନ୍ତ ପକ୍ଷରୁ ଓଡ଼ିଶାର କଳାହାଣ୍ଡିରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଲୋକାର୍ପିତ

• ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ଭର୍ଚୁଆଲ ସମାରୋହରେ ଏହି ହସ୍ପିଟାଲ କୁ ଜନ ସାଧାରଣଙ୍କ …

Leave a Reply

Your email address will not be published. Required fields are marked *