Friday , June 18 2021
Breaking News
Home / ରାଜନୀତି / ବରିଷ୍ଠ ଆଇନଜୀବି ଆଶାନନ୍ଦ ସାହୁଙ୍କ ବିୟୋଗରେ ଜନଶକ୍ତି ପାର୍ଟିର ଶୋକ

ବରିଷ୍ଠ ଆଇନଜୀବି ଆଶାନନ୍ଦ ସାହୁଙ୍କ ବିୟୋଗରେ ଜନଶକ୍ତି ପାର୍ଟିର ଶୋକ

କେନ୍ଦ୍ରାପଡା, ୧୯/୦୧/୨୦୨୧(ଓଡ଼ିଶା ସମାଚାର)- ବରିଷ୍ଠ ଆଇନଜୀବି ଆଶାନନ୍ଦ ସାହୁଙ୍କ ବିୟୋଗରେ ଜନଶକ୍ତି ପାର୍ଟି ପକ୍ଷରୁ ଗଭୀର ଶୋକବ୍ୟକ୍ତ କରାଯାଇଛି । ପାର୍ଟିର ରାଜ୍ୟ ସଭାପତି ତଥା ବରିଷ୍ଠ ଆଇନଜୀବି ପ୍ରଦୀପ କୁମାର ଦାଶ କହିଛନ୍ତି ଯେ ସ୍ୱର୍ଗତ ସାହୁ ଦେୱାନୀ ଓ ଫୈାଜଦାରୀ ମାମଲାର ଜଣେ ଦକ୍ଷ ଓ ଅଭିଜ୍ଞ ଆଇନଜୀବି ଭାବରେ ସାଧାରଣରେ ପରିଚିତ ଥିଲେ । ତାଙ୍କ ବିୟୋଗରେ ଶ୍ରୀ ଦାଶ ଗଭୀର ଶୋକବ୍ୟକ୍ତ କରିବା ସହ ତାଙ୍କ ପରିବାରବର୍ଗଙ୍କୁ ଏଭଳି ସମୟରେ ଈଶ୍ୱର  ସହାୟ ହୁଅନ୍ତୁ ବୋଲି କହିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଭେନ୍ଟିଲେଟର୍ ଆମ୍ବୁଲାନ୍ସ ଓ ମୁକ୍ତିରଥ ସେବା ଆରମ୍ଭ

ପାରାଦୀପ,୧୫/୦୬/୨୦୨୧(ଓଡ଼ିଶା ସମାଚାର)-ପାରାଦୀପ ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ପାଇଁ ବିଜେପ ନେତା ତଥା ସମାଜସେବୀ ସଂପଦ ସ୍ୱାଇଁ ଜୁନ ୭ତାରିଖରୁ ଆରମ୍ଭ …

Leave a Reply

Your email address will not be published. Required fields are marked *