Tuesday , June 15 2021
Breaking News
Home / ବିଶେଷ / ବରିଷ୍ଠ ଆଇଏଏସ ଅଫିସର ଗଗନ ଧଳ ଙ୍କ ଇସ୍ତଫା

ବରିଷ୍ଠ ଆଇଏଏସ ଅଫିସର ଗଗନ ଧଳ ଙ୍କ ଇସ୍ତଫା

ଭୁବନେଶ୍ୱର , ୧୬/୦୮/୨୦୧୯(ଓଡ଼ିଶା ସମାଚାର)- ବରିଷ୍ଠ ଆଇଏଏସ ଅଫିସର ଗଗନ ଧଳ ଙ୍କ ଇସ୍ତଫା । ୧୯୮୫ ବ୍ୟାଚର ଏହି ଆଇଏଏସ ଅଫିସର କୃଷି ଉତ୍ପାଦନ କମିଶନର ଦାୟିତ୍ୱ ତୁଲାଉଥିଲେ । ଆସନ୍ତା ଡ଼ିସେମ୍ବର ମାସ ପର୍ଯ୍ୟନ୍ତ ତାଙ୍କ କାର୍ଯ୍ୟକାଳ ଥିବାବେଳେ ୪ ମାସ ପୂର୍ବରୁ ସେ ଇସ୍ତଫା ଦେଇଛନ୍ତି । ଗତକାଲି ପ୍ରଶାସନିକ ସ୍ତରରେ ହୋଇଥିବା ବଦଳି ରେ ଅସନ୍ତୁଷ୍ଟ ଥିଲେ । କୃଷି ଉତ୍ପାଦନ କମିଶନର ଭାବେ ପ୍ରଦୀପ୍ତ ମହାପାତ୍ରଙ୍କୁ ତାଙ୍କ ସ୍ଥାନରେ ନିଯୁକ୍ତି ଦିଆଯିବା ପରେ ସେ ଅସନ୍ତୁଷ୍ଟ ଥିଲେ । ଏହି ଅସନ୍ତୋଷ କାରଣରୁ ସେ ଇସ୍ତଫା ଦେଇଥିବା ଆଲୋଚିତ ହେଉଛି । ଓଡ଼ିଶା ସମାଚାର

About admin

Check Also

କରୋନା ସମୟରେ ସ୍ୱାସ୍ଥ୍ୟ ସଚେତନତା ନେଇ ନେଇ ଉତ୍କଳ ବିକାଶ ପରିଷଦରର ଭରଚୁଆଲ ବୈଠକ

କଟକ, ୧୪/୦୬/୨୦୨୧ (ଓଡିଶା ସମାଚାର): କଟକ ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ ‘ଉତ୍କଳ ବିକାଶ ପରିଷଦ'(ଉବିପ)  ଆନୁକୂଲ୍ୟରେ କରୋନା ସମୟରେ …

Leave a Reply

Your email address will not be published. Required fields are marked *