Saturday , July 31 2021
Breaking News
Home / ତାଜା ଖବର / ବନ୍ଧୁକ ମୁନରେ ବ୍ୟାଙ୍କ ରୁ ୧୪ ଲକ୍ଷ ଟଙ୍କା ଲୁଟ୍

ବନ୍ଧୁକ ମୁନରେ ବ୍ୟାଙ୍କ ରୁ ୧୪ ଲକ୍ଷ ଟଙ୍କା ଲୁଟ୍

ଝାରସୁଗୁଡ଼ା, ୦୪/୦୯/୨୦୧୯(ଓଡ଼ିଶା ସମାଚାର)- ଆଜି ସ୍ପଷ୍ଟ ଦିବାଲୋକରେ ବେଲପାହାଡ଼ ଆକ୍ସିସ ବ୍ୟାଙ୍କ ରୁ ଲୁଟେରା ମାନେ ଗୁଳି ଫୁଟାଇ ୧୪ ଲକ୍ଷ ଟଙ୍କା ଲୁଟିନେଇଛନ୍ତି । ମିଳିଥିବା ତାଜା ସୂଚନା ଅନୁସାରେ ଲୁଟେରାମାନେ ବ୍ୟାଙ୍କରେ ପସି ବନ୍ଧୁକରୁ ଗୁଳି ଫୁଟାଇ ଭୟଭିତ କରି ୧୪ ଲକ୍ଷ ଟଙ୍କା ଲୁଟିନେଇଚନ୍ତି । ୬ ଜଣ ଲୁଟେରା ଏକ ନମ୍ବର ବିହୀନ ସ୍କର୍ପିଓ ଆଡ଼ିରେ ଆସିଥିଲେ । ସେମାନେ ହିନ୍ଦିରେ କଥା ହେଉଥିଲେ । ପୋଲିସ ପହଂଚି ଛନଭିନ୍ କରୁଛି । ଓଡ଼ିଶା ସମାଚାର

About admin

Check Also

ଓଡ଼ିଶା ରେ ଆଉ ୧୬୧୫ ଜଣ କରୋନା ସଂକ୍ରମିତ ଚିହ୍ନଟ- ୬୫ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୨୯/୦୭/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ଆଉ ୧୬୧୫ ଜଣ କରୋନା ସଂକ୍ରମିତ ଚିହ୍ନଟ …

Leave a Reply

Your email address will not be published. Required fields are marked *