Tuesday , June 15 2021
Breaking News
Home / ତାଜା ଖବର / ବଜ୍ରାପାତରେ ନଡ଼ିଆ ଗଛ ଜଳିଗଲା  

ବଜ୍ରାପାତରେ ନଡ଼ିଆ ଗଛ ଜଳିଗଲା  

ଗରଦପୁର ୧୩/୦୪/୨୦୨୧(ଓଡ଼ିଶା ସମାଚାର)-ଗରଦପୁର ବଜାରରେ ଆଜି ସନ୍ଧ୍ୟାରେ ହଠାତ କାଳବୈଶାଖି ଝଡ଼ ସୃଷ୍ଟି ହୋଇଥିଲା । ଏଥିରେ ବର୍ଷ ହୋଇନଥିଲା କିନ୍ତୁ ପ୍ରବଳ ବଜ୍ରପାତ ସହିତ ବିଜୁଳି ଓ ଘଡ଼ଘଡ଼ି ମାରିଥିଲା । ବଜ୍ରପାତ ହେବା ଦ୍ୱାରା ଗରଦପୁର ବଜାରରେ ଥିବା ପୋଷ୍ଟ ଅଫିସ ପଛପଟ ନିକଟ ଏକ ବାଡ଼ିରେ ଥିବା ନଡ଼ିଆ ଗଛ ବଜ୍ରପାତ ହେବାରୁ ଜଳିଯାଇଛି । ସେହିପରି ଗରଦପୁର ବଜାରରେ ଥିବା ଦୂର୍ଗା ମଣ୍ଡପ ପଛପଟ ବାଉଁଶ ବୁଦାରେ ମଧ୍ୟ ନିଆଁ ଲାଗିଯାଇଥିଲା । ଲୋକାମନେ ଭୟଭିତ ହୋଇପଡ଼ିଥିଲେ ।  ଓଡ଼ିଶା ସମାଚାର

About admin

Check Also

ପିକଅପ ଭ୍ୟାନ ଧକ୍କା ରେ ଯୁବକ ଗୁରୁତର

ସାଲେପୁର,୧୧/୦୬/୨୦୨୧(ଓଡିଶା ସମାଚାର/ ଅଭୟ ଜେନା )- ଆଜି ସନ୍ଧ୍ୟା ସମୟରେ ସାଲେପୁର ର ରୋଧପୁର ନିକଟରେ ଏକ ମାଲବାହୀ  ପିକପ …

Leave a Reply

Your email address will not be published. Required fields are marked *