Monday , June 14 2021
Breaking News
Home / ତାଜା ଖବର / ବଜ୍ରପାତରେ ଘର କ୍ଷତିଗ୍ରସ୍ତ   

ବଜ୍ରପାତରେ ଘର କ୍ଷତିଗ୍ରସ୍ତ   

ଗରଦପୁର ୨୩/୦୯/୨୦୧୯ ( ଓଡ଼ିଶା ସମାଚାର)- ଆଜି ସକାଳ ୯ଟା ସମୟରେ ମେଘ ସହିତ ଆକଷ୍ମିକ ବଜ୍ରପାତ ଘଟିବାରୁ ପାଟକୁରା ପଂଚାୟତର ଜଗଦ୍ଧଳପୁର ଗ୍ରାମର କେଦାର ସାମନ୍ତସିଂହାରଙ୍କ ଦ୍ୱିତଳ କୋଠା ଘରର କ୍ଷିତଗ୍ରସ୍ତ ଘଟିଛି । କେଦାରଙ୍କ ପରିବାର ତଳ ମହଲା ଘରେ ରହୁଥିବାବେଳେ, ଉପର ଘରର ଛାତ ଗତ କିଛି ଦିନ ହେଲା ପଡିଛି । ଆଜି ସକାଳ ସମୟରେ ବଜ୍ରପାତ ଘଟିବାରୁ  ଉପର ଘର କାର୍ଯ୍ୟରେ ବ୍ୟବହୃତ ହୋଇଥିବା ଏକ ବଡ ବାଉଁଶ ଖଣ୍ଡ ଖଣ୍ଡ ହୋଇପଡିଥିବାବେଳେ, ଘରେ ଥିବା ଫ୍ୟାନ୍,ଫ୍ରିଜ୍,ବିଦ୍ୟୁତ୍ ବଲ୍ବ,ଟିଭି ଓ ସମସ୍ତ ବିଦ୍ୟୁତ୍ ଉପକରଣରଗୁଡିକ ପୋଡିଯାଇଥିବାର ଜଣାଯାଇଛି ।  ଓଡ଼ିଶା ସମାଚାର

About admin

Check Also

କୋଭିଡ ନିୟମ ଉଲ୍ଲଙ୍ଘନ ପାଇଁ ୧୦ଜଣ ବ୍ୟବସାୟୀଙ୍କୁ ପୋଲିସ ଉଠାଇ ନେଇଛି

କେନ୍ଦ୍ରାପଡ଼ା, ୧୦/୦୬/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସହରର ତିନିମୁହାଣି, ମହିପାଳ, ବଡହାଟ ପ୍ରଭୃତି ସ୍ଥାନରୁ ୧୦ଜଣ ବ୍ୟବସାୟୀଙ୍କୁ କୋଭିଡ ନିୟମ ଉଲ୍ଲଙ୍ଘନ …

Leave a Reply

Your email address will not be published. Required fields are marked *