Wednesday , June 23 2021
Breaking News
Home / ବିଶେଷ / ବଂଶଧାରା ଜଳ ବିବାଦ: ୩ ସପ୍ତାହରେ ମତାମତ ଦେବାକୁ କେନ୍ଦ୍ର -ଆନ୍ଧ୍ରକୁ ନୋଟିସ୍

ବଂଶଧାରା ଜଳ ବିବାଦ: ୩ ସପ୍ତାହରେ ମତାମତ ଦେବାକୁ କେନ୍ଦ୍ର -ଆନ୍ଧ୍ରକୁ ନୋଟିସ୍

ଭୁବନେଶ୍ୱର, ୧୧/୦୭/୨୦୧୯ (ଓଡ଼ିଶା ସମାଚାର)- ବଂଶଧାରା ଜଳ ବିବାଦ ମାମଲାରେ ଗଠିତ ଟ୍ରିବ୍ୟୁନାଲ ମଙ୍ଗଳବାର ଶୁଣାଣି କରିଛନ୍ତି । କେନ୍ଦ୍ର – ଓଡିଶା – ଆନ୍ଧ୍ର ମିଳିତ ସର୍ଭେ ପାଇଁ ଓଡିଶା ଅମଙ୍ଗ ହେବାରୁ ତା ଉପରେ ମତାମତ ଦେବାପାଇଁ ଉଭୟ କେନ୍ଦ୍ର ଓ ଆନ୍ଧ୍ରକୁ ଟ୍ରିବ୍ୟୁନାଲ ନୋଟିସ୍ ଜାରୀ କରିଛନ୍ତି । ୩ ସପ୍ତାହ ମଧ୍ୟରେ ମତାମତ ଦେବାକୁ କୁହାଯାଇଛି । ଓଡ଼ିଶା ସମାଚାର

About admin

Check Also

ସମାଜସେବୀ ପ୍ରେମାନନ୍ଦ ପରିଡାଙ୍କୁ ଶ୍ରଦ୍ଧାଞ୍ଜଳି

କେନ୍ଦ୍ରାପଡ଼ା, ୨୨/୦୬/୨୦୨୧(ଓଡ଼ିଶା ସମାଚାର)- ବିରମିତ୍ରପୁର ଏନ.ଏ.ସି.ରୁ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଅବସର ନେଇଥିବା  ପ୍ରେମାନନ୍ଦ ପରିଡାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ …

Leave a Reply

Your email address will not be published. Required fields are marked *