Thursday , August 5 2021
Breaking News
Home / ବିଶେଷ / ପ୍ରଶାସନ ବାତ୍ୟା ପାଇଁ ମାର୍କେଟିଙ୍ଗ ସମୟ କୋହଳ କଲା 

ପ୍ରଶାସନ ବାତ୍ୟା ପାଇଁ ମାର୍କେଟିଙ୍ଗ ସମୟ କୋହଳ କଲା 

ଭିଡକୁ ଦେଖିଲେ ଲାଗୁଥିଲା ବାଲିଯାତ୍ରା ଚାଲିଛି

ପାରାଦୀପ ୨୪/୦୫/୨୦୨୧(ଓଡ଼ିଶା ସମାଚାର)- ରାଜ୍ୟ ସରକାର ସୋମବାର ଓ ମଙ୍ଗଳବାର ଦୁଇ ଦିନ ଲକ୍ ଡାଉନ୍ ନିୟମ କୁ କୋହଳ କରିଛନ୍ତି ବାତ୍ୟା ୟାଶ୍ ପାଇଁ । ସପ୍ତାହନ୍ତ ସଟ୍ ଡାଉନ୍ ପରେ ଆଜି ମାର୍କେଟ ଖୋଲିଥିଲା । ପରିବା ମାର୍କେଟ୍ ଓ ବିଜୟା ମାର୍କେଟ୍ ରେ ଦେଖିବାକୁ ଲୋକମାନଙ୍କର ଅସମ୍ଭବ ଭିଡ । ରାସନ ଦୋକାନ ଆଗ ରେ ଭିଡ, ମିକ୍ସଚର ଦୋକାନ ଆଗ ରେ ଭିଡ ସବୁଠି ଭିଡ ଦେଖିବାକୁ ମିଳିଥିଲା । ଦିନ ୧୦ଟା ବେଳକୁ ମାର୍କେଟ ରୁ ପାଉଁରୁଟି ଓ କେକ୍ ଉଭାନ ହୋଇଯାଇଥିଲା । ବିସ୍କୁଟ୍, ପାଉଁରୁଟି ପାଇଁ ଠେଲାପେଲା ହେଉଥିଲେ ଲୋକମାନେ । ତେବେ ଆଜିର ଏଭଳି ଅସମ୍ଭବ ଭିଡକୁ ଦେଖିଲେ ଯେପରି ବାଲିଯାତ୍ରା ଚାଲିଛି । ଓଡ଼ିଶା ସମାଚାର

About admin

Check Also

କାଠଯୋଡ଼ି ନଦୀ ପୋଲର ମରାମତି ପାଇଁ ଏହି ପୋଲ ଉପରେ ତିନି ମାସ ପର୍ଯ୍ୟନ୍ତ ସମସ୍ତ ପ୍ରକାର ଯାନ ବାହାନ ଚଳାଚଳ ବନ୍ଦ ରହିବ

ଭୁବନେଶ୍ୱର,୦୪/୦୮/୨୦୨୧(ଓଡ଼ିଶା ସମାଚାର)- କାଠଯୋଡ଼ି ନଦୀ ପୋଲର ମରାମତି ପାଇଁ ଏହି ପୋଲ ଉପରେ ଆଜି ଠାରୁ ଆସନ୍ତା ତିନି ମାସ …

Leave a Reply

Your email address will not be published. Required fields are marked *