Monday , June 14 2021
Breaking News
Home / ବିଶେଷ / ପ୍ରବଚକ ଚାରଣ ରାମ ଦାସ ଙ୍କ ପରଲୋକ

ପ୍ରବଚକ ଚାରଣ ରାମ ଦାସ ଙ୍କ ପରଲୋକ

ପୁରୀ, ୨୪/୦୫/୨୦୨୧(ଓଡ଼ିଶା ସମାଚାର)- ଘରେ ଘରେ ପରିଚିତ ପ୍ରବଚକ ଚାରଣ ରାମ ଦାସ ଙ୍କ ଦେହାନ୍ତ ହୋଇଛି । ସେ କରୋନା ରେ ଆକ୍ରାନ୍ତ ହୋଇ ପୁରୀ ର ଏକ ହସପିଟାଲ ରେ ଚିକିତ୍ସିତ ହେଉଥିବାବେଳେ ତାଙ୍କର ପରଲୋକ ଘଟିଥିବା ସୂଚନା ମିଳିଛି । ଓଡ଼ିଶା ସମାଚାର

About admin

Check Also

ମାଓ ସଂଗଠନକୁ ସାହାଯ୍ୟ କରୁଥିବା ଅଭିଯୋଗ ରେ ଜଣେ ଗିରଫ

  କନ୍ଧମାଳ, ୧୩/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଗୋଚ୍ଛାପଡା ଅଞ୍ଚଳରେ ସକ୍ରିୟ ମାଓ ସଂଗଠନକୁ ସହଯୋଗ …

Leave a Reply

Your email address will not be published. Required fields are marked *