Friday , July 30 2021
Breaking News
Home / ବିଶେଷ / ପ୍ରତ୍ୟୁଷ ବଳ ଙ୍କ ବିୟୋଗରେ ଶୋକସଭା

ପ୍ରତ୍ୟୁଷ ବଳ ଙ୍କ ବିୟୋଗରେ ଶୋକସଭା

ଭୁବନ,୨୪/୦୪/୨୦୨୧(ଓଡ଼ିଶା ସମାଚାର)- ଦୈନିକ ଖବରକାଗଜ ‘ପ୍ରଗତିବାଦୀ’ ର ପ୍ରତିଷ୍ଠାତା ପ୍ରଦ୍ୟୁମ୍ନ ବଳଙ୍କ ବଡପୁଅ ତଥା ଅତ୍ୟାଧୁନିକ ମୁଦ୍ରଣପ୍ରେସ ଓରିପ୍ରିନ୍ଟ ପ୍ରାଇଭେଟ ଲିମିଟେଡର ନିର୍ଦ୍ଧେଶକ ପ୍ରତ୍ୟୁଷ ବଳ ଙ୍କର ଗତକାଲି ପରଲୋକ ହୋଇଯାଇଛି । ଭୁବନର କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ଙ୍କ ତରଫରୁ ସ୍ଥାନୀୟ କାଳୀବଜାରସ୍ଥିତ ଶିବାନୀ ଟାୱାର ଗୋପବନ୍ଧୁ ଭବନ ଠାରେ ଆଜି ସଂଧ୍ୟାରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ସାମ୍ବାଦିକ କୃଷ୍ଣଚନ୍ଦ୍ର ସାହୁ,ସୁଶାନ୍ତ କୁମାର ପୋଥାଳ,ସରୋଜ କୁମାର ପୃଷ୍ଟି,ଦେବାନନ୍ଦ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ । ଓଡ଼ିଶା ସମାଚାର

About admin

Check Also

ନାବାଳିକାଙ୍କ ଅଶ୍ଳୀଳ ଫଟୋ ଭାଇରାଲ ମାମଲା ରେ ୩ ଅଭିଯୁକ୍ତ କୋର୍ଟ ଚାଲାଣ

କେନ୍ଦ୍ରାପଡ଼ା, ୩୦/୦୭/୨୦୨୧(ଓଡ଼ିଶା ସମାଚାର)- ବହୁ ଚର୍ଚ୍ଚିତ ଚାନ୍ଦୋଳ ନାବାଳିକାଙ୍କ ଅଶ୍ଳୀଳ ଫଟୋ ଭାଇରାଲ ମାମଲାରେ ସଦର ଥାନା ପୋଲିସ ୩ …

Leave a Reply

Your email address will not be published. Required fields are marked *