Sunday , June 20 2021
Home / ବିଶେଷ / ପ୍ରତାପ ଜେନାଙ୍କ ବିରୁଦ୍ଧରେ ମିଥ୍ୟା ଆରୋପକୁ ନିନ୍ଦା

ପ୍ରତାପ ଜେନାଙ୍କ ବିରୁଦ୍ଧରେ ମିଥ୍ୟା ଆରୋପକୁ ନିନ୍ଦା

ରଘୁନାଥପୁର ୧୦/୦୧/୨୦୨୧ (ଓଡ଼ିଶା ସମାଚାର)- ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୁଦ୍ଧରେ ବିଜେପିର ମିଥ୍ୟା ଆରୋପ ଓ କୁଶପୁତଳିକା ଦାହକୁ ରଘୁନାଥପୁର ଆଂଚଳିକ ବଣିକ ସଂଘ ପକ୍ଷରୁ ନିନ୍ଦା କରାଯାଇଛି । ଏଥି ଉପଲକ୍ଷେ ସ୍ଥାନୀୟ ମଦନ ମୋହନ ମଠରେ ଅନୁଷ୍ଠିତ ପ୍ରତିବାଦ ସଭାରେ ବଣିକ ସଂଘ କମିଟିର ସମ୍ପାଦକ ଅଭୟ କୁମାର ମହାନ୍ତି, ପ୍ରଭାକର ଖଟୁଆ, ସନାତନ ମଣ୍ଡଳ, କୁଷ୍ଣ ଚନ୍ଦ୍ର ଜେନା, ସୁକାନ୍ତ ମାଦେଳି, ରଞ୍ଜନ କୁମାର ମଣ୍ଡଳ, ଗୋପାଳ ବାରିକ, ସୁମନ୍ତ ସ୍ୱାଇଁ, ରାମଚନ୍ଦ୍ର ରାଉତ, ପ୍ରଶାନ୍ତ ସାହୁ, କୃତିବାଷ ମାହାପାତ୍ର, ବିଜୟ ଦାଶ, ରାମଚନ୍ଦ୍ର ରାଉତ ପ୍ରମୁଖ ଯୋଗଦେଇ ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୁଦ୍ଧରେ ମିଥ୍ୟା ଆରୋପକୁ ତୀବ୍ର ନିନ୍ଦା କରିଥିଲେ । ଓଡ଼ିଶା ସମାଚାର

About admin

Check Also

ବେଦାନ୍ତ ପକ୍ଷରୁ ଓଡ଼ିଶାର କଳାହାଣ୍ଡିରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଲୋକାର୍ପିତ

• ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ଭର୍ଚୁଆଲ ସମାରୋହରେ ଏହି ହସ୍ପିଟାଲ କୁ ଜନ ସାଧାରଣଙ୍କ …

Leave a Reply

Your email address will not be published. Required fields are marked *