Tuesday , June 15 2021
Breaking News
Home / ବିଶେଷ / ପ୍ରଗତି ମଂଚ ପକ୍ଷରୁ ମାସ୍କ ବଂଟନ 

ପ୍ରଗତି ମଂଚ ପକ୍ଷରୁ ମାସ୍କ ବଂଟନ 

ଗରଦପୁର, ୨୯/୦୪/୨୦୨୧(ଓଡ଼ିଶା ସମାଚାର)- କୋଭିଡ଼ ୧୯ ଦ୍ୱିତୀୟ ଲହର ବିଶ୍ୱମହାମାରୀ ରୁ ଲୋକମାନଙ୍କୁ ରକ୍ଷା କରିବା ପାଇଁ ପାଟକୁରା ପ୍ରଗତି ମଂଚ ପକ୍ଷରୁ ଗରଦପୁର ବ୍ଲକ୍ ବଂଗାଳପୁର ପଂଚାୟତ ଅନ୍ତର୍ଗତ ବାସୁଦେଇପୁର ଗ୍ରାମର ଦଳିତ ଗରିବ ୧୦୦ ଗୋଟି ପରିବାରକୁ ମାଗଣାରେ ମାସ୍କ ବଂଟନ କରାଯାଇଛି । ଏହି ଅବସରରେ ଲୋକମାନଙ୍କୁ ମାହାମାରୀ କବଳରୁ ନିଜକୁ ରକ୍ଷା କରିବା ପାଇଁ ଜନ ସଚେତନତା ସୃଷ୍ଟି କରାଯାଇଛି । ଏଥିରେ ମଂଚର ସଭାପତି ତଥା ଜିଲାପରିଷଦ ସଦସ୍ୟ ସନ୍ତୋଷ ଜେନା , ଅରୁଣ ନାୟକ , ସଂଗ୍ରାମ ନାୟକ, ଅଚ୍ୟୁତାନନ୍ଦ ମଲ, ଯୁଧିଷ୍ଠିର ସ୍ୱାଇଁ, ମନୋଜ ସମାଲ, ଅଶୋକ ଜେନା ପ୍ରମୁ୍ଖ ଯୋଗଦେଇ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।  ଓଡ଼ିଶା ସମାଚାର

About admin

Check Also

ଅସୁରଖୋଳା ର ପୁନରୁଦ୍ଧାର ନହେଲେ ଆଗକୁ ଅଂଚଳରେ ଜଳ ସଙ୍କଟ ଆଶଙ୍କା

ଗରଦପୁର, ୧୪/୦୬/୨୦୨୧(ଓଡ଼ିଶା ସମାଚାର)- କଟକ ସଦର , ପାଟକୁରା ଓ ମହାକାଳପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ଦେଇ “ଅସୁରଖୋଳା” ନାମକ …

Leave a Reply

Your email address will not be published. Required fields are marked *