Saturday , July 31 2021
Breaking News
Home / ବିଶେଷ / ପୁରୁଣାବସନ୍ତ ପଂଚାୟତରେ ବିଷ୍ଣୁ ଦାସଙ୍କ ଶ୍ରାଦ୍ଧ ବାଷିକ ପାଳିତ 

ପୁରୁଣାବସନ୍ତ ପଂଚାୟତରେ ବିଷ୍ଣୁ ଦାସଙ୍କ ଶ୍ରାଦ୍ଧ ବାଷିକ ପାଳିତ 

ତାରପୁର, ୦୭୦୭/୨୦୨୧(ଓଡ଼ିଶା ସମାଚାର)-ରଘୁନାଥପୁର ବ୍ଲକ୍ ପୁରୁଣାବସନ୍ତ ପଂଚାୟତର ସଭାପତି ଚୈତନ୍ୟ ଚରଣ ଦାସ ଙ୍କ ନେତୃତ୍ୱରେ ପୂର୍ବତନ ମନ୍ତ୍ରୀ ତଥା ଜଗତସିଂହପୁର ଜିଲାର ସ୍ରଷ୍ଟା ସ୍ୱର୍ଗତ ବିଷ୍ଣୁ ଦାସଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ଶ୍ରଦ୍ଧାଂଜଳୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ସ୍ଥାନୀୟ ସରପଂଚ ଚନ୍ଦନା ମହାନ୍ତି, ସଭ୍ୟା ନିଲୁବାଳା ମହାନ୍ତି, ଯୁବ ସଭାପତି ପ୍ରଶାନ୍ତ କୁମାର ସେଠୀ, ଛାତ୍ର ସଭାପତି ଆଲୋକ ମହାନ୍ତି , ଯୁବ ନେତା ପ୍ରଭୁଦତ ମହାନ୍ତି, ସରୋଜ କୁମାର ସାହୁ, ଜଗନାଥ ଦାସ, ପିତାମ୍ବର ପାତ୍ର, ପ୍ରଦୀପ୍ତ ମହାନ୍ତି, ପ୍ରଭାତ ସ୍ୱାଇଁ, ତୁଷାରକାନ୍ତ ଭୋଳ, ଲକ୍ଷ୍ମୀଧର ମହାନ୍ତି, ମନୋରଂଜନ ମହାନ୍ତି, ଧୁନା ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ଭାରତୀୟ ମାନବଧିକାର ପରିଷଦ ପକ୍ଷରୁ ସାମ୍ବାଦିକଙ୍କୁ ମାଡ ଘଟଣାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

କେନ୍ଦ୍ରାପଡ଼ା, ୩୧/୦୭/୨୦୨୧(ଓଡ଼ିଶା ସମାଚାର)- ଭାରତୀୟ ମାନବଧିକାର ପରିଷଦ କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ସାମ୍ବାଦିକଙ୍କୁ ମାଡ ଘଟଣାକୁ କେନ୍ଦ୍ରକରି ଶୁକ୍ରବାର …

Leave a Reply

Your email address will not be published. Required fields are marked *