Wednesday , June 23 2021
Breaking News
Home / ବିଶେଷ / ପୁରୀ ପାଇଁ ଖର୍ଚ୍ଚହେବ ୫୦୦ କୋଟି

ପୁରୀ ପାଇଁ ଖର୍ଚ୍ଚହେବ ୫୦୦ କୋଟି

 

ଭୁବନେଶ୍ୱର , ୨୩/୦୮/୨୦୧୯(ଓଡ଼ିଶା ସମାଚାର)-ପୁରୀର ଐତିହ୍ୟ ପାଇଁ ୫୦୦ କୋଟି ଟଙ୍କା ମଂଜୁର କରାଯାଇଛି । ଭିତିଭୂମିର ବିକାଶ ପାଇଁ ରାଜ୍ୟ ସରକାର ୨୬୫କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ କରିବାକୁ ଯାଉଛନ୍ତି । ମନ୍ଦିରର ସୁରକ୍ଷା ଜୋନ୍ ରେ ଯେଉଁମାନଙ୍କର ଘର ବା ଦୋକାନ ଆସିବ ସେମାନଙ୍କୁ ସରକାର ଦୋକାନ ଓ ଘର ଯୋଗାଇଦେବେ ଏବଂ ଥଇଥାନ ପ୍ୟାକେଜ୍ ମଧ୍ୟ ପ୍ରଦାନ କରାଯିବ । ସେହିପରି ଭଙ୍ଗା ଯାଇଥିବା ମଠ ନିର୍ମାଣରେ ସରକାର ସହଯୋଗ କରିବେ । ମନ୍ଦିରର ନିରାପତା ପାଇଁ ଆସିଥିବା ସୁପାରିଶକୁ ମଧ୍ୟ କାର୍ଯ୍ୟକାରୀ କରାଯିବ ବୋଲି ଜଣାପଡିଛି । ପୁରୀରେ ୨୮ ଏକରଜମିରେ ଏକ ପୋଖରୀ ହେବାର ଯୋଜନା କରା ଯାଇଛି । ଅବଢ଼ା ଯୋଜନାରେ ସରକାର ସହଯୋଗ କରିବେ । ଓଡ଼ିଶା ସମାଚାର

About admin

Check Also

ଗ୍ୟାଙ୍ଗଷ୍ଟର ଟିଟୋର ଦୁଇ ଦାଦାପୁଅ ଭାଇଙ୍କୁ ଏସଟିଏଫ ଗିରଫ କଲା

କେନ୍ଦ୍ରାପଡ଼ା,୨୨/୦୬/୨୦୨୧(ଓଡ଼ିଶା ସମାଚାର)-ଗ୍ୟାଙ୍ଗଷ୍ଟର ଟିଟୋର ଦୁଇ ଦାଦାପୁଅ ଭାଇଙ୍କୁ ଏସଟିଏଫ ଗିରଫ କରି କୋର୍ଟ ଚାଲାଣ କରିଛି । ଭୁବନେଶ୍ୱର ଏସଟିଏଫର …

Leave a Reply

Your email address will not be published. Required fields are marked *