Wednesday , June 23 2021
Breaking News
Home / ତାଜା ଖବର / ପୁଣି ରାଜଧାନୀରେ ଲୁଟ

ପୁଣି ରାଜଧାନୀରେ ଲୁଟ

ଭୁବନେଶ୍ୱର,୩୧/୦୭/୨୦୧୯ ( ଓଡ଼ିଶା ସମାଚାର)-ମଙ୍ଗଳବାର ଅପରାହ୍ନରେ ଭୁବନେଶ୍ୱର ପୁରୀ ବାଇପାସ ରୋଡ଼ରେ ଥିବା ଏକ ପୁରୁଣା ଗାଡ଼ି ସୋ ରୁମ ଓ ତା ନିକଟରେ ୨ ଜଚ୍ଚଙ୍କ ଠାରୁ ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କା ଲୁଟ ହୋଇଥିବାବେଳେ ରାତିରେ ରସୁଲଗଡ଼ ଛଳରେ ଥିବା ତୃପ୍ତି ହୋଟେଲ ମାଲିକ ବୁଲୁ ସାମନ୍ତରାୟ ହୋଟେଲ ବନ୍ଧ କରି ଘରକୁ ଫେରୁଥିବାବେଳେ ବାଇକ୍ ରେ ୪ ଜଣ ଦୁର୍ବୃତ ତାଙ୍କୁ ପିଛା କରି ଆକ୍ରମଣ କରି ଲୁଟ କରି ଡେଫରାର ହୋଇଯାଇଛନ୍ତି । ଗୁରୁତର ଆହତ ଶ୍ରୀ ସାମନ୍ତରାୟଙ୍କୁ କ୍ୟାପିଟାଲ ହସପିଟାଲ ରେ ଭର୍ତି କରାଯାଇଛି । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩୫୭୭ ଜଣ କରୋନା ସଂକ୍ରମିତ ଚିହ୍ନଟ – ୪୦ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୨୦/୦୬/୨୦୨୧(ଓଡ଼ିଶା ସମାଚାର/ ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩୫୭୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି …

Leave a Reply

Your email address will not be published. Required fields are marked *